Wednesday, 13 March 2019

*ମଧୁସୂଦନ ରାଓଙ୍କ ଘରେ*

୧୯୦୮ରେ ମାଟ୍ରିକ ପାଶ୍ ପରେ ସେ କଟକ ଆସି ପଢ଼ିବାକୁ ସ୍ଥିର କଲେ। ହଠାତ୍ ବାଲେଶ୍ବର ଷ୍ଟେସନରେ ତାଙ୍କର ତତ୍କାଳୀନ ସ୍କୁଲ ଇନ୍ସପେକ୍ଟର ଭକ୍ତକବି ମଧୁସୂଦନ ରାଓଙ୍କ ସହ ସାକ୍ଷତ୍ ହୋଇଗଲା। ଉଚ୍ଚ ଶିକ୍ଷା ଲାଭ ନିମନ୍ତେ ସେ ପ୍ରୋତ୍ସାହନ ଦେଲେ ଏବଂ କଟକରେ ଘର ପାଇବା ପର୍ଯ୍ୟନ୍ତ ନିଜ ଘରେ ରଖିବାକୁ କହିଲେ। ଗୋଟିଏ ନବାଗତ ଗରିବ ଛାତ୍ର ପକ୍ଷରେ ସେତେବେଳେ ଏହା କମ୍ ଆଶ୍ୱାସନାର କଥା ନ ଥିଲା।
ସେ ଟିଉସନ କରି ଆଇଏସସି ପଢ଼ିଲେ।

(ସନ୍ଦର୍ଭ : ଏଇ ବର୍ଷ ଉତ୍କଳ ପ୍ରସଙ୍ଗ)

No comments: