ତାଙ୍କ ଦୃଷ୍ଟିରେ କବି -
"କବି ହେଲେ ଅନ୍ୟ ଯେଉଁମାନେ ପଢ଼ିବେ ତାକୁ
ସେ ଯେବେ ଯିବେ ଭେଦି
ତେବେ କହିବ କବି ସେ, ନୋହିଲେ ନାହିଁ।
ପଦ ପଡୁଥିବ, ପଢ଼ି ଯାଉଥିବ
ଅନ୍ତର ଭିଜିବ ନାହିଁ, ସେ କି କବି ?
ଶବ୍ଦଗୁନ୍ଥା କବି କେତେ ଅଛନ୍ତି ଏହିପରି
ଭାବଗୁନ୍ଥା କବି ହେଲେ ସିନା ତାକୁ କବି ବୋଲି କହି ?"
୧୪.୩.୧୯

No comments:
Post a Comment