ଆନ୍ଦୋଳନ କେବଳ ଆନ୍ଦୋଳନ ନ ଥିଲା। ଘୁମୁସର ବିଦ୍ରୋହ ସମୟରେ କୁରୁମୁଙ୍ଗିଆ ଘାଟି ଉପରେ ୩୫ ଜଣ ବ୍ରିଟିଶ ସୈନ୍ୟଙ୍କୁ ହତ୍ୟା କରିବା ଥିଲା ଏକ ଅନନ୍ୟ ଘଟଣା। ସେ ଘଟଣା ସହିତ ବ୍ରିଟିଶ ଲେଫ୍ଟନାଣ୍ଟ ବ୍ରୁମଲେ ଏବଂ ଏନସାଇନ ଗିବନଙ୍କୁ ହତ୍ୟା କରିବାର ପରିଣାମସ୍ୱରୂପ ଘୁମୁସର ଅଞ୍ଚଳରେ ପଶିବାକୁ ଇଂରେଜମାନେ ଭୟ କଲେ।
ଏଭଳି ପରିସ୍ଥିତିର ମୁକାବିଲା କରିବା ପାଇଁ ମିଶନାରୀ ପଠାଇ ଧର୍ମ ପରିବର୍ତ୍ତନ କରିବା ସେମାନଙ୍କର ନୀତି ହୋଇଗଲା। ୧୮୧୩ ମସିହାରେ ଏକ ଆଇନ ଚାର୍ଟର ଆକ୍ଟ ନାମରେ ପ୍ରଣୟନ କରାଯାଇ ଖ୍ରୀଷ୍ଟିଆନ ମିଶନାରୀ ମାନଙ୍କୁ ଭାରତରେ କାମ କରିବାକୁ ଉତ୍ସାହିତ କରାଗଲା।
କ୍ରମଶଃ....
୧୩.୭.୧୮

No comments:
Post a Comment