Wednesday, 29 August 2018

*ଖଡ୍ଗବାଦ*

ଖଡ୍ଗ ଆଧାରରେ ଜେହାଦୀ କାର୍ଯ୍ୟକୁ ଆଗକୁ ନେବାକୁ ହେବ। କୁଲ୍ଲୀୟାତ୍ ର ଏକ ଶେର ରେ ସେ(ଇକବାଲ)ଲେଖିଛନ୍ତି-

ୟକିଂ ମୂହକମ ଅମଲ ପେ
ହମ ମୁହଁବ୍ବତ ଫାତହେ ଆଲମ
ଜେହାଦେ ଜିନ୍ଦେଗୀ ମେ ହୈ
ୟେ ମର୍ଦା କୀ ଶମଶୀରେଂ।

ସେ କହିଲେ ଯେ ତୌହୀଦ(ଏକେଶ୍ୱରବାଦ) ର ରହସ୍ୟ ଖଡ୍ଗରେ ଛପି ରହିଛି। ପୁଣି ଏହାର ଉଚ୍ଚସ୍ତରକୁ ଯିବା ପାଇଁ ଚଉଡ଼ା ଖଡ୍ଗକୁ ବୁଝିବାକୁ ପଡ଼ିବ। ଅର୍ଥାତ୍ ଖଡ୍ଗ ଦ୍ୱାରା ଇସଲାମକୁ ପ୍ରତିଷ୍ଠା କରିବା। ବାଲେ ଜୀବ୍ରାଇଲ କହିଛନ୍ତି -

ସୋଚା ଭୀ ହୈ ଅୟ
ମର୍ଦ-ମୁସଲମାଂ କଭୀ ତୁନେ
କ୍ୟା ଚୀଜ ହୈ
ଫୋୖଲାଦ କୀ ଶମଶୀର ଜିଗରଦାର!
ଇସ ବୈତ କା ୟ
ମିସରାଏ-ଅବ୍ବଲ ହୈ କି ଜିସମେ
ପୋଶୀଦା ଚଲେ ଆତେ ହେଁ
ତୌହୀଦ କେ ଅସରାର।

ଏହି ଯୁଗରେ ଗୋଟିଏ ପଟେ ଗାନ୍ଧିଜୀ ସତ୍ୟ, ଅହିଂସା ଔର ସତ୍ୟାଗ୍ରହ ଆଧାରରେ ସ୍ୱାଧୀନତା ସଂଗ୍ରାମ ସଂଚାଳିତ କରୁଥିଲେ ତ ଅନ୍ୟପଟେ ଇକବାଲ ଇସଲାମ ଖଡ୍ଗବାଦକୁ ଜାଗ୍ରତ କରୁଥିଲେ।

କ୍ରମଶଃ...

୨୯. ୮. ୧୮

No comments: