Saturday, 10 March 2018

ପ୍ରଭାତ ପ୍ରସାଦ

⛳ _*ସୁପ୍ରଭାତମ୍*_🌞 _*ବନ୍ଦେମାତରମ୍*_ ⛳
  🐌🌿🍁🐌llॐll🐇🐌🐚🐌
      *ଆଜି ଚୈତ୍ରମାସ କୃଷ୍ଣପକ୍ଷ ମଳ ଅଷ୍ଟମୀ*
         *କୁମ୍ଭ ୨୬ ଦିନ,ମୂଳା ନକ୍ଷତ୍ର*
          *ଧନୁ ଚନ୍ଦ୍ର, ସୂର୍ଯ୍ୟ ଉତ୍ତରାୟଣ*
           *ବସନ୍ତ ଋତୁ ଯୁଗାବ୍ଦ-୫୧୧୯*
             *ବିକ୍ରମ ସମ୍ବତ୍ ୨୦୭୪*
           *ଇଂରାଜୀ ସନ୍ ୨୦୧୮ ମସିହା*
           *ମାର୍ଚ୍ଚ୍ ମାସ ୧୦ ତାରିଖ*
             🌾 *ଶ  ନି ବା   ର* 🌾⛳ 
          📣⛳🙏🚩🇮🇳🏹🔱🕉
     
   🌺🌴 [] []  *ସାହିତ୍ୟ ପ୍ରସାଦ* [] [] 🐚♻
          ଜୟ ଗୋ ଉତ୍କଳ ଲକ୍ଷ୍ମୀ ଏକମାତ୍ର
              ସୁନ୍ଦରୀ ତୁ ବସୁଧାରେ
          ପ୍ରାକୃତିକ ଶୋଭାରାଶି ରହିଛନ୍ତି
             ତୋ ଅଙ୍ଗରେ ଏକାଧାରେ
       ତୋହୋ ବାସ ପାଇଁ ଅଛି କେତେ ତୁଙ୍ଗ
            ସୁନ୍ଦର ଶୈଳ ଶିବିର
         ଦୃଶ୍ଯଚୟ ଯାର ବର୍ଣ୍ଣନା କରଣେ
                ଶକତି ନାହିଁ କବିର
          ପ୍ରିୟ ମୃଗମୃଗୀ ବୁଲୁଛନ୍ତି ତୋର
               ତମ୍ବୁ ତକ ଭୂମିଖଣ୍ଡେ
          ବୁଲୁଛନ୍ତି ମତ୍ତ ମତଙ୍ଗ ଜଯୁଥ
               ଦାନବାରିପ୍ଳୁତଗଣ୍ଡେ
           କାହିଁ ଧେନୁପଲ ନବ ଦୁର୍ବାଦଳ
               ଶ୍ୟାମଳ ଧରଣୀ ବକ୍ଷେ
            ଚରିଚରି ପୁଚ୍ଛ ଚାମର ଢାଳନ୍ତି
             ଏକା ତୋହେ ସେବା ଲକ୍ଷ୍ୟେ
             କାହିଁ କୁସୁମିତ ଲତାଦୋଳିମାନ
                 ହୋଇ ଅଛି ସୁସଜ୍ଜିତ
           ତୋତେ ଦୋଳାଇବା ପାଇଁ ବିହଙ୍ଗମ
                 ବସି ଗାଉଛନ୍ତି ଗୀତ
                 [ *ଉତ୍କଳ ଲକ୍ଷ୍ମୀ କାବ୍ୟ*   ]
       ➖ _*ସ୍ବଭାବ କବି ଗଙ୍ଗାଧର ମେହେର*_
    🌼🌼🌼🌼🌼🌼🌼🌼🌼
           🌲 *ବନ୍ଦେ ଉତ୍କଳ ଜନନୀ* 🌳
                  *ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ସମସ୍ତଙ୍କ ପାଇଁ ଶୁଭଙ୍କର ହେଉ*🌈
           🐌🌿🍁🐌🐇💐🐌🐚🐌

No comments: