⛳ *ସୁପ୍ରଭାତ 🌞ବନ୍ଦେ ମାତରମ୍*⛳
🐌🚩🌹🐌🐄🐌🌹🚩
*ଚୈତ୍ରମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥି* *ଶତଭିଷା ନକ୍ଷତ୍ର କୁମ୍ଭ ଚନ୍ଦ୍ର, ସୂର୍ଯ୍ଯ ଉତ୍ତରାୟଣ* ,
*ବସନ୍ତଋତୁ, ଯୁଗାବ୍ଦ-୫୧୧୯,*
*ବିକ୍ରମ୍ ସମ୍ବତ୍ -୨୦୭୪,*
*ଶୁକ୍ରବାର , ୧୬.ମାର୍ଚ୍ଚ୍. ୨୦୧୮.*
🕉~~~~~~~~~~~~~🕉
_*ସାହିତ୍ଯ ପ୍ରସାଦ*_
~~~~~~~~~~~~~
ସ୍ବର୍ଣ୍ଣ ହେଉ କେତେ ମୂଲ୍ୟବାନ
ସୁବାସନା ଫୁଲରୁ ହିଁ ମିଳେ!
ଲାଗିଥାନ୍ତି ବେନି ଶୃଂଗାରରେ
ତଥା ମାନ ମିଳେ ଜ୍ଞାନ ଥିଲେ
କିନ୍ତୁ ତାର ସୁବାସନା ମିଳେ ଆଚରଣେ
ବହୁ ଜ୍ଞାନଠାରୁ ବହୁମୂଲ୍ୟ
ଅଳ୍ପଜ୍ଞାନ ଲାଗିଲେ ଜୀବନେ
~~~~~~~~~~~~~~~~~
🚩 *ଆପଣଙ୍କ ଦିନଟି ମଙ୍ଗଳମୟ ହେଉ* 🚩
~~~~~~~~~~~~~~~~~~
Friday, 16 March 2018
ପ୍ରଭାତ ପ୍ରସାଦ
Subscribe to:
Post Comments (Atom)

No comments:
Post a Comment