⛳ _*ସୁପ୍ରଭାତମ୍*_🌞 _*ବନ୍ଦେମାତରମ୍*_ ⛳
🐌🌿🍁🐌llॐll🐇🐌🐚🐌
*ଆଜି ଚୈତ୍ରମାସ କୃଷ୍ଣପକ୍ଷ ସପ୍ତମୀତିଥି*
*କୁମ୍ଭ ୨୪ଦିନ,ଅନୁରାଧା ନକ୍ଷତ୍ର*
*ବିଛାଚନ୍ଦ୍ର, ସୂର୍ଯ୍ୟ ଉତ୍ତରାୟଣ*
*ବସନ୍ତ ଋତୁ ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪*
*ଇଂରାଜୀ ସନ୍ ୨୦୧୮ ମସିହା*
*ମାର୍ଚ୍ଚ୍ ମାସ ୦୮ତାରିଖ*
🌾 *ଗୁ ରୁ ବା ର* 🌾⛳
📣⛳🙏🚩🇮🇳🏹🔱🕉
🌺🌴 [] [] *ସାହିତ୍ୟ ପ୍ରସାଦ* [] [] 🐚♻
*ସଖି ❗*
*ବିଶ୍ବ ପରାଣ ପ୍ରୀତି*
*ଧନ୍ଯ ତା ଯାଦୁରୀତି*
*ଶୈଳୁଁ ଝରାଏ ଗୀତି ସାଗରେ ବାହେ*
*ପଙ୍କଜ ରବି କରେ*
*ଚାତକଟି ନୀରଧରେ*
*କୁମୁଦିନୀ କଳାକରେ ଯା ଲାଗି ଚାହେଁ*
*ମଧୁର ତା ଅନୁରାଗେ*
*କୈଶୋର ନିଦ ଭାଗେ*
*ନିଦାଘେ ବରଷା ଜାଗେ ଯହିଁ ସେ ହସେ* ;
*ବିଷମ ତାହାର ଶେଳ*
*ହୃଦ କରେ ଉଦ୍ବେଳ*
*ଯୌବନ ରଚେ ଖେଳ ସରଗ ଖସେ*
➖ _*କବି ବିଦ୍ୟୁତ୍ ପ୍ରଭାଦେବୀ*_
🌼🌼🌼🌼🌼🌼🌼🌼🌼
🌲 *ବନ୍ଦେ ଉତ୍କଳ ଜନନୀ* 🌳
*ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇💐🐌🐚🐌

No comments:
Post a Comment