⛳ _*ସୁପ୍ରଭାତମ୍*_🌞 _*ବନ୍ଦେମାତରମ୍*_ ⛳
🐌🌿🍁🐌llॐll🐇🐌🐚🐌
*ଆଜି ଚୈତ୍ରମାସ କୃଷ୍ଣପକ୍ଷ ତୃତୀୟା*
*କୁମ୍ଭ ୨୦ ଦିନ, ହସ୍ତା ନକ୍ଷତ୍ର*
*କୁମ୍ଭ ଚନ୍ଦ୍ର, ସୂର୍ଯ୍ୟ ଉତ୍ତରାୟଣ*
*ବସନ୍ତ ଋତୁ ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪*
*ଇଂରାଜୀ ସନ୍ ୨୦୧୮ ମସିହା*
*ମାର୍ଚ୍ଚ୍ ମାସ ୦୪ ତାରିଖ*
🌾 *ର ବି ବା ର* 🌾⛳
⛳🙏🚩🇮🇳🏹🔱🕉
🌺🌴 [] [] *ସାହିତ୍ୟ ପ୍ରସାଦ* [] [] 🐚🌹
ନର ବ୍ଯାଘ୍ର ବଧ କଲେ
ତାର ନାମ ପ୍ରମୋଦ ଶୀକାର
ବ୍ଯାଘ୍ର ନର ବଧକଲେ
ତା'ହୁଏ ତୀବ୍ର ହିଂସାଚାର
ନର ହତ୍ଯା କଲେ ନର
ବିଚାରରେ ଫାସିଦଣ୍ଡ ପାଏ
ଜାତିଧ୍ବଂସ କଲେ ଜାତି
ତାର କୁତ୍ଯେ ବୀରତ୍ୱ ବୋଲାଏ !
ଜଗତରେ ଯିଏ ପାରେ,
ଜଗତରେ କରେ ଏକା ସିଏ
*ଯିଏ ଜମା ପାରେ ନାହିଁ
ସେଇ ଲୋକ ଖାଲି ଶିକ୍ଷା ଦିଏ*
ସତ୍ ଇଚ୍ଛା ଏ ଜଗତେ ତିଆରିଛି ନରକର ପଥ
ମନ୍ଦ ଇଚ୍ଛା କରିନାହିଁ, ଭୁଲ୍ ବୁଝେ ଦିଗ୍ଭ୍ରାନ୍ତ ବିବ୍ରତ
ଅତିଶୟ ଭଲ ସିଏ, ପ୍ରାଣ ଦେଇ ଜଗତକୁ ଚାହେ
ଭୟଙ୍କର ପରିଣାମ ନିଜ ପାଇଁ ସୃଷ୍ଟି କରିଥାଏ
ବଞ୍ଚିିବାକୁ ହେଲେ ବିଶ୍ବେ
ଅପରକୁ ମାରିବାକୁ ହେବ
ଶାଣିତ ବାଣର ବାଣୀ ଶୁଣାଉଛ
ଆହେ ସହଦେବ?
➖ _*କବି ରା. ମୋ. ଗଡନାୟକ*_
🌼🌼🌼🌼🌼🌼🌼🌼🌼
🌲 *ବନ୍ଦେ ଉତ୍କଳ ଜନନୀ* 🌳
*ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇💐🐌🐚🐌

No comments:
Post a Comment