⛳ _*ସୁପ୍ରଭାତମ୍*_🌞 _*ବନ୍ଦେମାତରମ୍*_ ⛳
🐌🌿🍁🐌llॐll🐇🐌🐚🐌
*ଆଜି ଚୈତ୍ରମାସ କୃଷ୍ଣପକ୍ଷ ପ୍ରତିପଦ*
*କୁମ୍ଭ ୧୮ଦିନ, ପୂ. ଫାଲ୍ଗୁନୀ ନକ୍ଷତ୍ର*
*ସିଂହ ଚନ୍ଦ୍ର, ସୂର୍ଯ୍ୟ ଉତ୍ତରାୟଣ*
*ବସନ୍ତ ଋତୁ ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪*
*ଇଂରାଜୀ ସନ୍ ୨୦୧୮ ମସିହା*
*ମାର୍ଚ୍ଚ୍ ମାସ ୦୨ ତାରିଖ*
🌾 *ଶୁ କ୍ର ବା ର* 🌾⛳
🙏🙏🙏🙏🙏🙏🙏🙏
*ଦୋଳ ଓ ହୋଲିପର୍ବର ଶୁଭେଚ୍ଛା*
📣⛳🙏🚩🇮🇳🏹🔱🕉
🌺🌴 [] [] *ସାହିତ୍ୟ ପ୍ରସାଦ* [] [] 🐚♻
ଫାଲ୍ଗୁନ ପୂର୍ଣ୍ଣିମା , ବସନ୍ତର ପୂର୍ଣ୍ଣତା, ସୌନ୍ଦର୍ଯ୍ୟବୋଧ ପୂର୍ଣ୍ଣତାର! ରଙ୍ଗ ହିଁ ତ ସୌନ୍ଦର୍ଯ୍ୟର ପ୍ରତୀକ କିନ୍ତୁ ସେ ରଙ୍ଗ କାହାର? ଋତୁଫୁଲର, ପ୍ରାକୃତିକ ରଙ୍ଗ! ଆଜି ଆସନ୍ତୁ ରଙ୍ଗଇ ହେବା! ପ୍ରୀତି ପୂର୍ବକ! ପ୍ରତି ରଙ୍ଗର ଆଧ୍ୟାତ୍ମିକ ଅର୍ଥ ମନନ କରିବା ! ସବୁଜ ଶ୍ୟାମଳ ବର୍ଣ୍ଣ ବୃକ୍ଷରାଜିର ପ୍ରଗତିର ପ୍ରତୀକ, ଲାଲ ଶକ୍ତିର, ଗୋଲାପୀ ରଙ୍ଗ ପ୍ରେମର ପ୍ରତୀକ ଶିଶୁ ପରି ନିର୍ମଳତାର ପ୍ରତୀକ, କମଳାରଙ୍ଗ ତ୍ଯାଗ ବୈରାଗ୍ୟ ଚିହ୍ନ! ହଳଦିଆ ବ୍ରହ୍ମଚର୍ଯ୍ୟ ଓ ଜ୍ଞାନର ସଂବାହକ!
ଆଜି ହରି ହରଙ୍କ ମିଳନର ଦିନ ମୈତ୍ରୀର ତିଥି ଚନ୍ଦନ କର୍ପୂର ସହ ଅବିର ମିଶାଇ ପ୍ରସ୍ତୁତ ରଙ୍ଗ ଭକ୍ତ ଗଣ ପରସ୍ପରକୁ ଲେପନ କରନ୍ତି! ଏହାର ଆନ୍ତରିକ ମହତ୍ତ୍ବ ବୁଝି ସେଇ ସାତ୍ତ୍ଵିକ ଭାବକୁ ଧାରଣକରି ନିଜ ଜୀବନର ସକଳ ଅସୂୟାକୁ ଶୁନ୍ୟ କରିବା , ମୈତ୍ରୀ ଭାବର ଉନ୍ମିଳନ କରିବାର ତିଥି!
ସଂସ୍କୃତି ପ୍ରକୃତି ସହ ସମାଜ ଜୀବନ ଆଜି ଏକାକାର ହେଇଯାଏ ଆନନ୍ଦରେ! ସେଇ ଭାବ ଆମର ଜୀବନଭରି ଲାଗିରହୁ!
ପ୍ରକୃତିର ବିରୋଧୀ, ସନ୍ତାନ ବିରୋଧୀ, ସୁନାଲୋଭୀ ହିରଣ୍ୟକଶିପୁର ଭଉଣୀ ଛଳନାମୟୀ ଅସୁରୁଣୀ ହୋଲିକାର ଦହନ ହେଉ ଏବଂ ସତ୍ୟନିଷ୍ଠ ଭକ୍ତ ପ୍ରହ୍ଲାଦର ଉତ୍ଥାନ ହେଉ ଏହି ପ୍ରାର୍ଥନା କରିବା.. ଜଗତର କଲ୍ୟାଣ ହେଉ !
🌼🌼🌼🌼🌼🌼🌼🌼🌼
🌲 *ବନ୍ଦେ ଉତ୍କଳ ଜନନୀ* 🌳
*ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇💐🐌🐚🐌
Friday, 2 March 2018
ପ୍ରଭାତ ପ୍ରସାଦ
Subscribe to:
Post Comments (Atom)

No comments:
Post a Comment