⛳ _*ସୁପ୍ରଭାତମ୍*_ 🌞 _*ବନ୍ଦେମାତରମ୍*_ ⛳
🐌🌿🍁🐌llॐll🐇🐌🐚🐌
*ଆଜି ଚୈତ୍ରମାସ ଶୁକ୍ଳ ପକ୍ଷ ପ୍ରତିପଦା*
➖ *ସୃଷ୍ଟିର ପ୍ରାରମ୍ଭ ଦିବସ*➖
*ମୀନ ୦୪ଦିନ, ଉତ୍ତର ଭାଦ୍ର ନକ୍ଷତ୍ର*
*ମୀନ ଚନ୍ଦ୍ର, ସୂର୍ଯ୍ୟ ଉତ୍ତରାୟଣ*
*ବସନ୍ତ ଋତୁ, ଯୁଗାବ୍ଦ-୫୧୨୦*
*ବିକ୍ରମ ସମ୍ବତ୍- ୨୦୭୫*
*ଇଂରାଜୀ ସନ୍ ୨୦୧୮ ମସିହା*
*ମାର୍ଚ୍ଚ୍ ମାସ ୧୮ ତାରିଖ*
🌾 *ର ବି ବା ର* 🌾⛳
🌹🚩 *ନବବର୍ଷ ଅଭିନନ୍ଦନ*🚩🌹
📣⛳🙏🚩🇮🇳🏹🔱🕉
🌺🌴 [] [] *ସାହିତ୍ୟ ପ୍ରସାଦ* [] [] 🐚♻
*ଯେଉଁ ନବଯୁଗ ଆସେ ଅବତରି*
*କଠୋର ଶପଥେ ନିଅତାରେ ବରି*
*ସେହି ଶୁଭ ବେଳ ଏବେ ଅନୁକୂଳ*
*ସେ ନୂଆ ଆଲୋକେ ଚାହଁରେ*
*ଯିଏ ବା ଯେଉଁଠି ଥାଅରେ*
*ସରବେ ମାନିବ ନିଜର ମାଟିକୁ*
*ନିଜେ କେତେ ଭଲ ପାଅରେ* ❗
*ଆଜି ଯିଏ ସବୁ ଅଛ ସାନସାନ*
*ନୂଆ ମରତରେ ଦେବ ନୂଆ ଦାନ*
*ନବ ସମ୍ବତ୍ସରେ ତା ମହିମା ଘୋଷି*
*ବିଜୟର ଭେରୀ ବାଅରେ*
*ଯିଏ ବା ଯେଉଁଠି ଥାଅରେ*
*ସରବେ ମାନିବ ନିଜର ମାଟିକୁ*
*ନିଜେ କେତେ ଭଲ ପାଅରେ*❗
➖ _*କବୀ ବିଦ୍ୟୁତ୍ ପ୍ରଭା ଦେବୀ*_
🌼🌼🌼🌼🌼🌼🌼🌼🌼
🌲 *ବନ୍ଦେ ଉତ୍କଳ ଜନନୀ* 🌳
*ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ନବସମ୍ବତ୍ସର ହେଉ ଶୁଭଙ୍କର*🌈
🐌🌿🍁🐌🐇💐🐌🐚🐌

No comments:
Post a Comment