⛳ _*ସୁପ୍ରଭାତମ୍*_🌞 _*ବନ୍ଦେମାତରମ୍*_ ⛳
🐌🌿🍁🐌llॐll🐇🐌🐚🐌
*ଆଜି ଚୈତ୍ରମାସ କୃଷ୍ଣପକ୍ଷ ପଞ୍ଚମୀତିଥି*
*କୁମ୍ଭ ୨୨ଦିନ, ସ୍ବାତୀ/ତୁଳା ନକ୍ଷତ୍ର*
*କୁମ୍ଭ ଚନ୍ଦ୍ର, ସୂର୍ଯ୍ୟ ଉତ୍ତରାୟଣ*
*ବସନ୍ତ ଋତୁ ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪*
*ଇଂରାଜୀ ସନ୍ ୨୦୧୮ ମସିହା*
*ମାର୍ଚ୍ଚ୍ ମାସ ୦୬ ତାରିଖ*
🌾 *ମ ଙ୍ଗ ଳ ବା ର* 🌾⛳
📣⛳🙏🚩🇮🇳🏹🔱🕉
🌺🌴 [] [] *ସାହିତ୍ୟ ପ୍ରସାଦ* [] [] 🐚♻
*ମୁଁ ଅତି ସାମାନ୍ୟ, ମୋର ସାମାନ୍ୟ କାମନା*
*ପୁରୁ ମାତଃ ବାକ୍ଯଦେବୀ ତୋହର ପ୍ରସାଦେ*
*ବାସ୍ତବ ବିଶ୍ବର ଯେତେ ନୀରସ ଘଟନା*
*ପ୍ରବେଶ ନ କରୁ କେବେ ମୋ ସୁଖ ପ୍ରାସାଦେ*
*ଆବର୍ଜନାମୟ ଏହୁ ସଂସାର ଜଞ୍ଜାଳେ*
*କେବେ ପ୍ରପୀଡ଼ିତ ମୋର ନ ହେଉ ମାନସ*
*କଳ୍ପନାର ସୁଖରାଜ୍ଯେ ଦେଖେ କାଳେ କାଳେ*
*ସ୍ବର୍ଗୀୟ ସୁଷମା ଆଉ ସ୍ବର୍ଗୀୟ ରହସ୍ୟ*
➖ _*ଉତ୍କଳମଣି ଗୋପବନ୍ଧୁ*_
🌼🌼🌼🌼🌼🌼🌼🌼🌼
🌲 *ବନ୍ଦେ ଉତ୍କଳ ଜନନୀ* 🌳
*ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇💐🐌🐚🐌
Tuesday, 6 March 2018
ପ୍ରଭାତ ପ୍ରସାଦ
Subscribe to:
Post Comments (Atom)

No comments:
Post a Comment