⛳ _*ସୁପ୍ରଭାତମ୍*_🌞 _*ବନ୍ଦେମାତରମ୍*_ ⛳
🐌🌿🍁🐌llॐll🐇🐌🐚🐌
*ଆଜି ଫାଲ୍ଗୁନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି*
*ମକର୨୬ଦିନ,ବିଶାଖା ନକ୍ଷତ୍ର*
*ତୁଳା ଚନ୍ଦ୍ର, ସୂର୍ଯ୍ୟ ଉତ୍ତରାୟଣ*
*ବସନ୍ତ ଋତୁ ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪*
*ଇଂରାଜୀ ସନ୍ ୨୦୧୮ ମସିହା*
*ଫେବୃଆରୀ ମାସ ୦୮ ତାରିଖ*
🌾 *ଗୁ ରୁ ବା ର* 🌾⛳
🙏🙏🙏🙏🙏🙏🙏🙏🙏
🌺🌴 [] [] *ସାହିତ୍ୟ ପ୍ରସାଦ* [] [] 🌴🌺
*ଋତୁକୁଳପତି ବସନ୍ତ ଋତୁ ଚକ୍ର ଅୟନେ*
*ସମାଗତ ପୁଣି ମଧୁରେ ମଧୁମୟ ଭୁବନେ*
*ମଳୟ ସମୀର କୋମଳେ ପଡ଼ି ଦକ୍ଷିଣଦ୍ବାର*
*ନବ ଶୁଭବାର୍ତ୍ତା ପ୍ରଚାରେ ହୋଇଅଛି ବାହାର*
*ତରୁ-ଲତା ପାଇ ସେ ବାର୍ତ୍ତା ପୁଷ୍ପ ବିକାଶ ଛଳେ*
*ହସନ୍ତି ଆହା କି ଉଲ୍ଲାସେ ଜଳେ କି ଅବା ସ୍ଥଳେ*
*ପଲକେ ପଲ୍ଲବ ଦୁକୂଳ ପିନ୍ଧି ଧରଣୀ ରାଣୀ*
*ପୁଲକପୂରିତ ଅନ୍ତରେ ପୂଜେ ବିଶ୍ବବିନ୍ଧାଣୀ*
*କି ମନ୍ତ୍ର ଲଭିଛ ଅଟବୀ କବି ପିକ ସୁକ୍ଷଣେ*
*ଉନ୍ମାଦଇ କୁହୁ ଝଙ୍କାରେ ମୂହୁର୍ମୂହୁ ଭୁବନେ*
➖ _*ଭକ୍ତକବି ମଧୁସୂଦନ ରାଓ*_
🌼🌼🌼🌼🌼🌼🌼🌼🌼
*ବନ୍ଦେ ଉତ୍କଳ ଜନନୀ*
*ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇💐🐌🐚🐌

No comments:
Post a Comment