୩.୨.୧୮
🌴 [] []*ସାହିତ୍ୟ ପ୍ରସାଦ*[] [] 🌴
*କହରେ ଚଟୁଳ ସୁନାର ମିରିଗ*
*ଛଇଳ ମାରୀଚ ଆଜି*
*ଦେଖାଉଚୁ ଆମ ଭୋକିଲା ଆଖିରେ*
*ସ୍ବପ୍ନର ଏ କି ବାଜି?*
*ଘରେ ରହି ଆମେ ରାମ ଭଳି ଆଜି*
*କରିଅଛୁ ବନବାସ*
*ରାମ ରାଜ୍ୟର କଳ୍ପନା କାହିଁ?*
*ଶାସନର ଏ ତ ଫାଶ !*
*ଚଟୁଳ ରୂପରେ ସୁନାର ମିରିଗ*
*ଆସିଅଛୁ ତୁହି ଆଜି*
*ଦେଖାଉଛୁ ଆମ ଭୋକିଲା ଆଖିରେ*
*ସ୍ବପ୍ନର ଏକି ବାଜି?*
_*ରା. ମୋ. ଗଡ଼ନାୟକ*_
🐌🌿🍁🐌🐇💐🐌🐚🐌

No comments:
Post a Comment