Monday, 19 February 2018

ପ୍ରଭାତ ପ୍ରସାଦ

⛳ _*ସୁପ୍ରଭାତମ୍*_🌞 _*ବନ୍ଦେମାତରମ୍*_ ⛳
  🐌🌿🍁🐌llॐll🐇🐌🐚🐌
    *ଆଜି ଫାଲ୍ଗୁନ ମାସ ଶୁକ୍ଳପକ୍ଷ ଚତୁର୍ଥୀ*
          *କୁମ୍ଭ ୦୭ ଦିନ,ଉତ୍ତରଭାଦ୍ର ନକ୍ଷତ୍ର*
          *ମୀନଚନ୍ଦ୍ର, ସୂର୍ଯ୍ୟ ଉତ୍ତରାୟଣ*
           *ବସନ୍ତ ଋତୁ ଯୁଗାବ୍ଦ-୫୧୧୯*
             *ବିକ୍ରମ ସମ୍ବତ୍ ୨୦୭୪*
           *ଇଂରାଜୀ ସନ୍ ୨୦୧୮ ମସିହା*
           *ଫେବୃଆରୀ ମାସ ୧୯ ତାରିଖ*
             🌾 *ସୋ  ମ  ବା   ର* 🌾⛳ 
   
  🙏🙏🙏🙏🙏🙏🙏🙏🙏
     
   🌺🌴 [] []  *ସାହିତ୍ୟ ପ୍ରସାଦ* [] [] 🐚♻
            
   *ମୁଁ ଅତି ସାମାନ୍ୟ, ମୋର ସାମାନ୍ୟ କାମନା*
    *ପୁରୁ ମାତଃ ବାକ୍ଯଦେବୀ ତୋହର ପ୍ରସାଦେ*
     *ବାସ୍ତବ ବିଶ୍ବର ଯେତେ ନୀରସ ଘଟନା*
     *ପ୍ରବେଶ ନ କରୁ କେବେ ମୋ ସୁଖ ପ୍ରାସାଦେ!*
       *ଆବର୍ଜନାମୟ ଏହୁ ସଂସାର ଜଞ୍ଜାଳେ*
      *କେବେ ପ୍ରପୀଡ଼ିତ ମୋର ନ ହେଉ ମାନସ*
    *କଳ୍ପନାର ସୁଖରାଜ୍ଯେ ଦେଖେ କାଳେକାଳେ*
     *ସ୍ବର୍ଗୀୟ ସୁଷମା ଆଉ ସ୍ବର୍ଗୀୟ ରହସ୍ଯ*

        ➖ _*ଉତ୍କଳମଣି ଗୋପବନ୍ଧୁ*_
   🌼🌼🌼🌼🌼🌼🌼🌼🌼
               *ବନ୍ଦେ ଉତ୍କଳ ଜନନୀ*
              *ଜୟଜୟ ଶ୍ରୀ ଜଗନ୍ନାଥ*
     🌈 *ଦିନଟି ମଙ୍ଗଳମୟ  ହେଉ*🌈
         
  🐌🌿🍁🐌🐇💐🐌🐚🐌

No comments: