Saturday, 17 February 2018

ପ୍ରଭାତ ପ୍ରସାଦ

⛳ _*ସୁପ୍ରଭାତମ୍*_🌞 _*ବନ୍ଦେମାତରମ୍*_ ⛳
  🐌🌿🍁🐌llॐll🐇🐌🐚🐌
    *ଆଜି ଫାଲ୍ଗୁନ ମାସ ଶୁକ୍ଳପକ୍ଷ ଦ୍ଵିତୀୟା*
          *କୁମ୍ଭ ୦୫ ଦିନ,ଶତଭିଷା ନକ୍ଷତ୍ର*
          *କୁମ୍ଭଚନ୍ଦ୍ର, ସୂର୍ଯ୍ୟ ଉତ୍ତରାୟଣ*
           *ବସନ୍ତ ଋତୁ ଯୁଗାବ୍ଦ-୫୧୧୯*
             *ବିକ୍ରମ ସମ୍ବତ୍ ୨୦୭୪*
           *ଇଂରାଜୀ ସନ୍ ୨୦୧୮ ମସିହା*
           *ଫେବୃଆରୀ ମାସ ୧୭ ତାରିଖ*
             🌾 *ଶ  ନି  ବା   ର* 🌾⛳ 
   
  🙏🙏🙏🙏🙏🙏🙏🙏🙏
     
   🌺🌴 [] []  *ସାହିତ୍ୟ ପ୍ରସାଦ* [] [] 🐚♻
             ନ ହୁଅ ନିରାଶ, ନ ହୁଅ ଦୁଃଖିତ
         ଉତ୍କଳର ଦେଖି ଦୁଃଖମୟ ଚିତ୍ର
          ସୁଖ ଦୁଃଖ ଚକ୍ର ଘୂରେ ନିରନ୍ତର
        ଏକପରେ ଆନ ଆସିବ ମୁକର

              ଆଲୁଅ ଅନ୍ଧାର ଖେଳେ ଲୁଚକାଳି
         ଆସିବ ଆଲୁଅ ପଡ଼ିଲାଣି ପାଳି
           ପହଞ୍ଚିଛି ଏବେ ସେ ମାହେନ୍ଦ୍ର ବେଳା
        କରନାହିଁ ଭାଇ ଏତେବେଳେ ହେଳା

        ଉଇଁ ଆସିଅଛି *ସୁରାଜ୍ଯ_ତପନ*
       ଭାରତେ ଜାଗ୍ରତ ନରନାରୀ ଗଣ
          ଘୁମାଇ ନ ରହ ଏତେବେଳେ ଆଉ
         ଉଠଉଠ ବେଗେ ବେଳ ଥାଉଁଥାଉଁ

        ➖ _*ଉତ୍କଳମଣି ଗୋପବନ୍ଧୁ*_
   🌼🌼🌼🌼🌼🌼🌼🌼🌼
               *ବନ୍ଦେ ଉତ୍କଳ ଜନନୀ*
              *ଜୟଜୟ ଶ୍ରୀ ଜଗନ୍ନାଥ*
     🌈 *ଦିନଟି ମଙ୍ଗଳମୟ  ହେଉ*🌈
         
  🐌🌿🍁🐌🐇💐🐌🐚🐌

No comments: