⛳ _*ସୁପ୍ରଭାତମ୍*_🌞 _*ବନ୍ଦେମାତରମ୍*_ ⛳
🐌🌿🍁🐌llॐll🐇🐌🐚🐌
*ଆଜି ଫାଲ୍ଗୁନ ମାସ କୃଷ୍ଣପକ୍ଷ ଅମାବାସ୍ୟା*
*କୁମ୍ଭ ୨ଦିନ,ଶ୍ରବଣା ନକ୍ଷତ୍ର*
*ମକର ଚନ୍ଦ୍ର, ସୂର୍ଯ୍ୟ ଉତ୍ତରାୟଣ*
*ବସନ୍ତ ଋତୁ ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪*
*ଇଂରାଜୀ ସନ୍ ୨୦୧୮ ମସିହା*
*ଫେବୃଆରୀ ମାସ ୧୫ ତାରିଖ*
🌾 *ଗୁ ରୁ ବା ର* 🌾⛳
🙏🙏🙏🙏🙏🙏🙏🙏🙏
🌺🌴 [] [] *ସାହିତ୍ୟ ପ୍ରସାଦ* [] [] 🌴🌺
ଶରତର ବନହଂସୀ ବୁଝେନାଇଁ କାଶତଣ୍ଡୀ କଥା
ଭାଦ୍ରବର ଭ୍ରାନ୍ତ ଭୂମେ ଅନ୍ତ ଆଜି ଆଶାର ଆଶ୍ବିନ
ଆକାଶଦୀପରେ ହଜେ
ହେମନ୍ତର ଆଦିଗନ୍ତ ବ୍ଯଥା
କାର୍ତ୍ତିକର କ୍ରନ୍ଦନରେ ମାର୍ଗଶିର ମଉନ ମଳିନ!
ସାନ୍ଦ୍ର ତୁମ ସାନୁଦେଶେ
ସ୍ବେଚ୍ଛାଚାରୀ ଶୀତର ଶୃଙ୍ଗାର
ପଉଷର ପାଉଁଶରେ ମାଘମାସ ନିଆଶ ନିଊନ...
ବସନ୍ତର ବୟସରେ ଗାରଟାଣେ ଅଶ୍ଳୀଳ ଅଙ୍ଗାର
ଫଗୁଣର ଫଟାକାନ୍ଥେ ଛିନ୍ଭିନ୍ ଚଇତର ଚୂନ !
ହେ ବର୍ଷ ଭାରତବର୍ଷ! ଦିବସରେ.. ସରିଆସେ ମାସ
*ସରେନା ଏ ପ୍ରେମ ଋତୁ*...
*ଉଦାସ ଏ ପ୍ରେମର ପ୍ରବାସ*
➖ _*କବି ଗି. କୁ. ବଳିଆରସିଂହ*_
🌼🌼🌼🌼🌼🌼🌼🌼🌼
*ବନ୍ଦେ ଉତ୍କଳ ଜନନୀ*
*ଜୟଜୟ ଶ୍ରୀ ଭୋଳାନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇💐🐌🐚🐌
Thursday, 15 February 2018
ପ୍ରଭାତ ପ୍ରସାଦ
Subscribe to:
Post Comments (Atom)

No comments:
Post a Comment