Wednesday, 21 February 2018

ପ୍ରଭାତ ପ୍ରସାଦ

⛳ _*ସୁପ୍ରଭାତମ୍*_🌞 _*ବନ୍ଦେମାତରମ୍*_ ⛳
  🐌🌿🍁🐌llॐll🐇🐌🐚🐌
   *ଆଜି ଫାଲ୍ଗୁନ ମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥି*
          *କୁମ୍ଭ ୯ ଦିନ,ଅଶ୍ବିନୀ ନକ୍ଷତ୍ର*
          *ମେଷ ଚନ୍ଦ୍ର, ସୂର୍ଯ୍ୟ ଉତ୍ତରାୟଣ*
           *ବସନ୍ତ ଋତୁ ଯୁଗାବ୍ଦ-୫୧୧୯*
             *ବିକ୍ରମ ସମ୍ବତ୍ ୨୦୭୪*
           *ଇଂରାଜୀ ସନ୍ ୨୦୧୮ ମସିହା*
           *ଫେବୃଆରୀ ମାସ ୨୧ ତାରିଖ*
             🌾 *ବୁ  ଧ ବା   ର* 🌾⛳ 
   
  🙏🙏🙏🙏🙏🙏🙏🙏🙏
     
   🌺🌴 [] []  *ସାହିତ୍ୟ ପ୍ରସାଦ* [] [] 🐚♻
               ଆସ ଚିନ୍ମୟୀ ଜନନୀ ଆସ ଆସ
           ଘନ ଅନ୍ଧାର ଶକତି ହୃଦୁଁ ନାଶ
         ଯାଉ ଏ ଜୀବନ ତୁମ ଅରଚନେ
     ଦୟାକର ମହାକାଳୀ ଦିନଜନେ
       
  ଆସ ମହାଲକ୍ଷ୍ମୀ ଆସ ମହେଶ୍ବରୀ
         ମହା ଉଲ୍ଲାସେ ଦିଅ ଅନ୍ତର ଭରି
          ଶୂନ୍ଯ ପାତ୍ର କର ପୂର୍ଣ୍ଣ ପ୍ରେମଧନେ
             ମହାଲକ୍ଷ୍ମୀ ଦୟାକର ବିଶ୍ବଜନେ

            ମହା ଆଶ୍ବାସରେ ଦୃଢ଼ ବିଶ୍ବାସରେ
          ସତ୍ଯ ପୂଜାହେଉ ପ୍ରତି ହୃଦୟରେ
       ଦିଅ ଶୁଦ୍ଧଜ୍ଞାନ ନାଶି ଘୋର ତମ
   ଦେବୀ ମହା ସରସ୍ବତୀ ନମୋନମଃ!

        ➖ _*ବିଦ୍ୟୁତ୍ ପ୍ରଭାଦେବୀ*_
   🌼🌼🌼🌼🌼🌼🌼🌼🌼
      *ଆଜି ଦିବ୍ଯ ଜନନୀ ଶ୍ରୀମାଙ୍କ ଜନ୍ମଦିନ*
     🌈 *ଦିନଟି ମଙ୍ଗଳମୟ  ହେଉ*🌈
         
  🐌🌿🍁🐌🐇💐🐌🐚🐌

No comments: