⛳ _*ସୁପ୍ରଭାତମ୍*_🌞 _*ବନ୍ଦେମାତରମ୍*_ ⛳
🐌🌿🍁🐌llॐll🐇🐌🐚🐌
*ଆଜି ଫାଲ୍ଗୁନ ମାସ କୃଷ୍ଣପକ୍ଷ ଏକାଦଶୀ ତିଥି*
*ମକର୨୯ଦିନ,ମୂଳା ନକ୍ଷତ୍ର*
*ଧନୁଚନ୍ଦ୍ର, ସୂର୍ଯ୍ୟ ଉତ୍ତରାୟଣ*
*ବସନ୍ତ ଋତୁ ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪*
*ଇଂରାଜୀ ସନ୍ ୨୦୧୮ ମସିହା*
*ଫେବୃଆରୀ ମାସ ୧୧ ତାରିଖ*
🌾 *ର ବି ବା ର* 🌾⛳
🙏🙏🙏🙏🙏🙏🙏🙏🙏
🌺🌴 [] [] *ସାହିତ୍ୟ ପ୍ରସାଦ* [] [] 🌴🌺
ଜୟ ଦେବି ଜନ୍ମଭୂମି
କୀର୍ତ୍ତି - କିରୀଟଧାରିଣୀ
ବନ୍ଦେ ଦେବି! ଆଶାମୟୀ
ନିଗୂଢ଼ ଶକ୍ତିଶାଳିନୀ
ଯୁଗ ଯୁଗାନ୍ତ ମୋହ ଅନ୍ତେ
ଜାଗ ମା ବୀର୍ଯ୍ୟ ଶାଳିନୀ
ବିଭୁ ପ୍ରସାଦେ ଜ୍ଯୋତିର୍ମୟୀ
ହୁଅ ମା'ଭୟହାରିଣୀ
ନବ ନବ ଆଶା ନବୀନ ତେଜ
ଦିଅ ମା ଭର୍ଗଶାଳିନୀ
ମଳିନ ଆନନ୍ଦେ ଅମଳ ହାସ୍ୟ
ପ୍ରକାଶ ଜଗନ୍ମୋହିନୀ
ସେ ମୁଖ ପ୍ରତିଭା ମହିମା ଦେଖି
ପଳାଉ ଦୁଃଖ ଯାମିନୀ
ତବ ଜାଗରଣୀ ଅଭୟ ଗୀତି
ଗାଅ ମା'ଦୀକ୍ଷାଦାୟିନୀ
ଶୋଣିତ ମୋହର ଉଠୁ ମା'ନାଚି
ଶୁଣି ତବ ଗୀତ ରାଗିଣୀ
➖ _*ଭକ୍ତକବି ମଧୁସୂଦନ*_
🌼🌼🌼🌼🌼🌼🌼🌼🌼
*ବନ୍ଦେ ଉତ୍କଳ ଜନନୀ*
*ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇💐🐌🐚🐌

No comments:
Post a Comment