Tuesday, 13 February 2018

ପ୍ରଭାତ ପ୍ରସାଦ

⛳ _*ସୁପ୍ରଭାତମ୍*_🌞 _*ବନ୍ଦେମାତରମ୍*_ ⛳
  🐌🌿🍁🐌llॐll🐇🐌🐚🐌
*ଆଜି ଫାଲ୍ଗୁନ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି*
   *ଉତ୍ତରାଷାଢ଼ା ନକ୍ଷତ୍ର* *କୁମ୍ଭ ସଂକ୍ରାନ୍ତି*
          *ଧନୁଚନ୍ଦ୍ର, ସୂର୍ଯ୍ୟ ଉତ୍ତରାୟଣ*
           *ବସନ୍ତ ଋତୁ ଯୁଗାବ୍ଦ-୫୧୧୯*
             *ବିକ୍ରମ ସମ୍ବତ୍ ୨୦୭୪*
           *ଇଂରାଜୀ ସନ୍ ୨୦୧୮ ମସିହା*
           *ଫେବୃଆରୀ ମାସ ୧୩ ତାରିଖ*
             🌾 *ମ ଙ୍ଗ ଳ ବା   ର* 🌾⛳ 
        🙏🙏🙏🙏🙏🙏🙏🙏🙏
     
   🌺🌴 [] []  *ସାହିତ୍ୟ ପ୍ରସାଦ* [] []
          ଅଦେହ କେଉଁ ମାୟାବୀ ସରି
      ବିଶ୍ବ ମୁଖେ ଦେଇଛ ଭରି
                ଚିତ୍ର ସମ ମୌନ ଦରହାସ
       ଅକ୍ଷମ ମୁଁ ଅଧମ କବି
       କରିବାରେ ସେ ଅରୂପ ଛବି
     ଲେଖନୀମୁନେ ନିତ୍ଯ ପରକାଶ!
        ଚିର ନୂତନ ଶୋଭାରେ ତବ
           ଛନ୍ଦ ଢାଳି ମୁଁ ଅଭିନବ
         ଚରଣେ ତବ କରେ ଯେ ଅରପଣ
        ଯେ ଫୁଲ ଫୁଟେ ମାନସ ଭୂମେ
       ସେହି କବିତା ଅରଘେ ତୁମେ
          ତୁଷ୍ଟ କିଆଁ ନ ହୁଅ ଭଗବାନ?
         ➖ _*ବିଦ୍ୟୁତ୍ ପ୍ରଭାଦେବୀ*_
   🌼🌼🌼🌼🌼🌼🌼🌼🌼
               *ବନ୍ଦେ ଉତ୍କଳ ଜନନୀ*
              *ଜୟଜୟ ଶ୍ରୀ ଜଗନ୍ନାଥ*
     🌈 *ଦିନଟି ମଙ୍ଗଳମୟ  ହେଉ*🌈
         
  🐌🌿🍁🐌🐇💐🐌🐚🐌

No comments: