⛳ _*ସୁପ୍ରଭାତମ୍*_🌞 _*ବନ୍ଦେମାତରମ୍*_ ⛳
🐌🌿🍁🐌llॐll🐇🐌🐚🐌
*ଆଜି ଫାଲ୍ଗୁନ ମାସ କୃଷ୍ଣପକ୍ଷ ଦ୍ଵାଦଶୀ ତିଥି*
*ମକର ୩୦ ଦିନ,ପୂର୍ବାଷାଢ଼ା ନକ୍ଷତ୍ର*
*ଧନୁଚନ୍ଦ୍ର, ସୂର୍ଯ୍ୟ ଉତ୍ତରାୟଣ*
*ବସନ୍ତ ଋତୁ ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪*
*ଇଂରାଜୀ ସନ୍ ୨୦୧୮ ମସିହା*
*ଫେବୃଆରୀ ମାସ ୧୨ ତାରିଖ*
🌾 *ସୋ ମ ବା ର* 🌾⛳
🙏🙏🙏🙏🙏🙏🙏🙏🙏
🌺🌴 [] [] *ସାହିତ୍ୟ ପ୍ରସାଦ* [] [] 🌴🌺
ଜାଗ ଜାଗ ବିଶ୍ବ ବୀଣା ଅମୃତ ଗୀତବାହିନୀ
ରାଜରାଜ ହୃଦପଦ୍ମେ ବିଦ୍ଯାନନ୍ଦ ଦାୟିନୀ
ଜଗମନମୋହିନୀ.. ଜନନୀ.. ଜନନୀ |
ବାଣୀ ବୀଣାପାଣି ଶୁଭସ୍ଯନ୍ଦିନୀ
ଆସ ଶୁଭ ମନ୍ତ୍ର ପ୍ରଦାୟିନୀ ଜନନୀ ଜନନୀ..!
ଆସ କ୍ଷେମ କ୍ଷମା ଶାନ୍ତି ସୁଷମା
ସ୍ନେହଶୋଭନା ଶ୍ବେତ ୱସନା
ପ୍ରେମପୂତ ଛନ୍ଦେ ବିଶ୍ବନନ୍ଦେ...
ଜନନୀ ଜନନୀ
ବିଶ୍ବ ସୁଖ ସାଧିନୀ.. ଜନନୀ ଜନନୀ
➖ _*କୁନ୍ତଳାକୁମାରୀ ସାବତ*_
🌼🌼🌼🌼🌼🌼🌼🌼🌼
*ବନ୍ଦେ ଉତ୍କଳ ଜନନୀ*
*ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇💐🐌🐚🐌

No comments:
Post a Comment