Friday, 1 December 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତମ୍  🌞 ବନ୍ଦେମାତରମ୍* ⛳
  ....................................................
   🐌🌿🍁🐌ॐ🐇🐌🐚🐌
*ମାର୍ଗଶୀର ମାସ ଶୁକ୍ଳପକ୍ଷ *ଦ୍ବୀଦଶୀତିଥି*
     *ବିଛା ୧୬ଦିନ ଅଶ୍ବିନୀ ନକ୍ଷତ୍ର*
        *ସୂର୍ଯ୍ୟ ଦକ୍ଷିଣାୟନ ମେଶ ଚନ୍ଦ୍ର*
      *ହେମନ୍ତ ଋତୁ ଯୁଗାବ୍ଦ-୫୧୧୯*
     *ବିକ୍ରମ ସମ୍ବତ୍ ୨୦୭୪,ଶୁକ୍ରବାର*
         *ଇଂରାଜୀ  ତା. ୦୧ ରିଖ*
        *ଡିସେମ୍ବର ୨୦୧୭ ମସିହା*
    ➖➖➖➖➖➖➖➖
   🍁 [] [] *ସାହିତ୍ୟ ପ୍ରସାଦ* [] []
ଆମେ ଶପଥ କଲୁ
ମାଆ ନାମେ ଫୁଲିବୁ
ମାଆକୁ ନ ଭୁଲିବୁ
ମାଆ ପଥେ ଚାଲିବୁ
ଶପଥ କଲୁ!ଆମେ.... !
       ଦିବ୍ୟ ଯା ତାରେ ସବୁ ବରିବୁ
       ମୃତ୍ୟୁରେ ଅମୃତ ଭରିବୁ
       ଆଲୋକିତ ପଥେ ଆମେ ଯାତ୍ରୀ
        ଅନ୍ଧାରେ  କେବେ ନାଇଁ ଡରିବୁ..
       *ଆମେ ଶପଥ କଲୁ*
ନବଯୁଗେ ନବ ପୋଥି ଖୋଲିବୁ
ନବ ତାନେ ନବ ଗୀତ ବୋଲିବୁ
ଆସୁ ଯେତେ ଝଡ଼ଝଞ୍ଜା ଜୀବନେ
ଏକମନେ ଏକଲୟେ ଚାଲିବୁ l
     *ଆମେ ଶପଥ କଲୁ*.... Il
           *ସଂକଳ୍ପ - ବିଦ୍ୟୁତ୍ ପ୍ରଭା*
      🙏🙏🙏🙏🙏🙏🙏🙏
                   
             *ବନ୍ଦେ ଉତ୍କଳ ଜନନୀ*
            *ଜୟଜୟ ଶ୍ରୀ ଜଗନ୍ନାଥ*
    🌈 *ଦିନଟି ମଙ୍ଗଳମୟ  ହେଉ*🌈
         
  🐌🌿🍁🐌🐇💐🐌🐚🐌

No comments: