⛳ *ସୁପ୍ରଭାତମ୍ 🌞 ବନ୍ଦେମାତରମ୍* ⛳
🐌🌿🍁🐌llॐll🐇🐌🐚🐌
*ଆଜି ପୌଷମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି*
*ବିଛା ୩୦ ଦିନ, ବିଶାଖା ନକ୍ଷତ୍ର*
*ସୂର୍ଯ୍ୟ ଦକ୍ଷିଣାୟନ, ତୁଳା ଚନ୍ଦ୍ର*
*ଶୀତ ଋତୁ ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪*
*ଇଂରାଜୀ ସନ୍ ୨୦୧୭ ମସିହା*
*ଡିସେମ୍ବର୍ ମାସ ୧୫ ତାରିଖ*
*ଶୁ କ୍ର ବା ର* *ମା ସା ନ୍ତ*
➖➖➖➖➖➖➖➖➖➖
🍁 [] [] *ସାହିତ୍ୟ ପ୍ରସାଦ* [] [] 🍁
ଦିନପରେ ଦିନ ସରେ ଜୀବନରୁ
ପ୍ରଭୁ ପ୍ରାର୍ଥନା ବିନା
ଆହେ ଦୟାମୟ ବୋଲି କବିଜଣେ
କେବେ ଲେଖିଗଲା ସିନା
କେତେ ଦଶନ୍ଧି ବିତି ଗଲାଣିରେ
ସଂକଟ ପୁରିତ ଘୋର
ପରେ ମିଳିଲାନି ଭଲ ରଚନାଟେ
ଭାବନା ଆସୁନି ତୋର
କେମିତି ଓଡ଼ିଆ କବି ବାନ୍ଧବ
ସାଧନା ରାଇଜ ତୋର
ସମର୍ପଣର ଭାବବିନା କୋଉ
ଭାବକୁ କରୁଛୁ ମୋର?
🙏🙏🙏🙏🙏🙏🙏🙏
*ବନ୍ଦେ ଉତ୍କଳ ଜନନୀ*
*ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇💐🐌🐚🐌

No comments:
Post a Comment