Thursday, 7 December 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତମ୍  🌞 ବନ୍ଦେମାତରମ୍* ⛳
  ....................................................
   🐌🌿🍁🐌ॐ🐇🐌🐚🐌
*ପୌଷମାସ କୃଷ୍ଣପକ୍ଷ *ଚତୁର୍ଥୀ ତିଥି*
     *ବିଛା୨୨ଦିନ, ପୁଷ୍ଯା ନକ୍ଷତ୍ର*
        *ସୂର୍ଯ୍ୟ ଦକ୍ଷିଣାୟନ   କର୍କଟ ଚନ୍ଦ୍ର*
      *ଶୀତ ଋତୁ ଯୁଗାବ୍ଦ-୫୧୧୯*
         *ବିକ୍ରମ ସମ୍ବତ୍ ୨୦୭୪*
  *ଇଂରାଜୀ ସନ୍ ୨୦୧୭ ମସିହା*
   *ଡିସେମ୍ବର ମାସ ୦୭ ତାରିଖ*
             *ଗୁରୁ ବାର*
    ➖➖➖➖➖➖➖➖➖➖
         *ଭାରତୀୟ ପତାକା ଦିବସ*
......................................................
   🍁 [] [] *ସାହିତ୍ୟ ପ୍ରସାଦ* [] []🍁
      *ଲୋଡ଼େ ନାହିଁ ମୁଁ ସ୍ବର୍ଗଭୂମି*
          *ହସଇ ଯହିଁ ଅଭ୍ର ଚୁମି*
             *ଚନ୍ଦ୍ର ତାରା ସୂରୁଯ*
           *ପୁରୁଣା ସେଇ ପରାଚୀ ତଳେ*
    *ଅରୁଣ ରଥେ ତପନ ଚଳେ* 
         *ବିଛାଡ଼ି ନୂଆ ମୁରୁଜ*
    *ଲୋଡ଼େ ନାହିଁ ମୁଁ ଉର୍ବଶୀର*
       *ସୁଷମା ଚାରୁ ନର୍ତ୍ତକୀର*
           *କଣ୍ଠେ ଗୀତି ଲହର*
         *ପଲ୍ଲବିତ ବକୁଳବନେ*
           *କୋକିଳ ବଧୁ ଅଳସ ଗାନେ*
           *ବିତ୍ତ ନାଚେ ମୋହର*
   *ସୁଖ ମୁଁ ତାରେ ନାହିଁ ଗୋ ମଣେ*
      *ବିଳସିବାକୁ ସ୍ବର୍ଗାସନେ*
       *ପାରିଜାତର ତଳପ*
      *ଚାହେଁ ମୁଁ ଧରା ଦୁର୍ବାଦଳେ*
      *ଆସନ ପାତି ଜୋଛନା ତଳେ*
         *ନିଦ ଯିବାକୁ ଅଳପ*
   ................….....……..................
        _*କବି ବିଦ୍ୟୁତ୍ ପ୍ରଭା ଦେବୀ*_
    
     🙏🙏🙏🙏🙏🙏🙏🙏
                   
             *ବନ୍ଦେ ଉତ୍କଳ ଜନନୀ*
            *ଜୟଜୟ ଶ୍ରୀ ଜଗନ୍ନାଥ*
    🌈 *ଦିନଟି ମଙ୍ଗଳମୟ  ହେଉ*🌈
         
  🐌🌿🍁🐌🐇💐🐌🐚🐌

No comments: