ଯେତେବେଳେ କେହି ବିଦେଶୀ ଆକ୍ରମଣକାରୀ ଗୋଟିଏ ଦେଶକୁ ଜୟ କରିବା ପାଇଁ ଆସେ ସେତେବେଳେ ସେ ସେହି ଦେଶର ଶ୍ରଦ୍ଧାକେନ୍ଦ୍ରଗୁଡ଼ିକୁ ନଷ୍ଟ କରିବାକୁ ଚେଷ୍ଟା କରିଥାଏ। ଶକ ଓ ହୁନ ଯେତେବେଳେ ଭାରତ ଉପରେ ଆକ୍ରମଣ କରୁଥିଲେ ସେତେବେଳେ ସେମାନେ ଆମର ଶ୍ରଦ୍ଧାକେନ୍ଦ୍ରଗୁଡ଼ିକୁ ନଷ୍ଟ କରିବାର ଚେଷ୍ଟା କରିଥିଲେ। କିନ୍ତୁ ସେତେବେଳର ଭାରତୀୟ ସମାଜ ଶକ୍ତିଶାଳୀ ଥିଲା ସେମାନଙ୍କୁ ପରାସ୍ତ କରିଥିଲା । ସେମାନଙ୍କୁ ମଧ୍ୟ ଆତ୍ମସାତ କରିଥିଲା। ତେଣୁ ତାହା ଆଜି କେବଳ ଇତିହାସର ବିଷୟ ହୋଇ ରହିଛି।
ପରବର୍ତ୍ତୀ ସମୟରେ ମୋଗଲ ଆସିଲେ। ସେମାନେ ଏ ଦେଶର ଶ୍ରଦ୍ଧାକେନ୍ଦ୍ରଗୁଡ଼ିକୁ ନଷ୍ଟ କରିବାରେ ବହୁ ମାତ୍ରାରେ ସଫଳ ହେଲେ। ଆଜି ପର୍ଯ୍ୟନ୍ତ ସେହି ଚେଷ୍ଟାରୁ ସେମାନେ ବିରତ ହୋଇ ନାହାନ୍ତି। ଆଜି ଯଦି କୋୖଣସି ଜିହାଦୀଙ୍କୁ ପଚରାଯିବ ଏଇ ସାମନାରେ ଗୋଟିଏ ଘର ଅଛି ଓ ଗୋଟିଏ ମନ୍ଦିର ଅଛି ତେବେ ତୁମେ କାହାକୁ ନଷ୍ଟ କରିବ ସେ କିଛି ନ ଭାବି ମନ୍ଦିର କହିଵ।
କିଛିଦିନ ତଳେ ଜଣେ ଜିହାଦୀ ଯୁବକ ଧରା ପଡ଼ି ଥିଲା ଯିଏ କହି ଥିଲା ହିନ୍ଦୁମାନଙ୍କୁ ହତ୍ୟା କରିବାକୁ ମୋତେ ଭଲ ଲାଗେ। ଏହିପରି ମଧ୍ୟ ଝିଅ, ବୋହୁ, ଗାଈ ଇତ୍ୟାଦି ସମ୍ବନ୍ଧରେ।
ଏ ସବୁର ମୂଳରେ ଉଦ୍ଦେଶ୍ୟ ହେଲା ଶାସନ ଆମ ହାତରେ ରହୁ। ତୁମେ ସବୁ ଆମର ଗୋଲାମଗିରି କର।
୭. ୧୨. ୧୭

No comments:
Post a Comment