ସୋହରାଵ ଓ ରୁସ୍ତମ ହିଁ ମୁସଲମାନମାନଙ୍କର ପୂର୍ବଜ ଅଟନ୍ତି। ଏମାନେ ପାରସ୍ୟର ଯୋଦ୍ଧା ଥିଲେ। ଏମାନେ ପୈଗମ୍ବର ମହମ୍ମଦଙ୍କ ବହୁ ପୂର୍ବରୁ ଜନ୍ମ ହୋଇଥିଲେ। ପୈ. ମହମ୍ମଦଙ୍କ ସମୟ ସପ୍ତମ ଶତାବ୍ଦୀ ଅଟେ।
ସେହିପରି ଚଙ୍ଗେଜ ଖାଁ ଓ ହଲାକୁ ମଙ୍ଗୋଲିଆର ନିବାସୀ ଥିଲେ । ଏମାନେ ତାଙ୍କ ପୂର୍ବଜ ନୁହଁନ୍ତି। କିନ୍ତୁ ଏମାନେ ତାଙ୍କୁ ହିଁ ପୂର୍ବଜ ବୋଲି ମାନନ୍ତି।
ଏହାର ଅର୍ଥ ହେଲା ଏମାନେ ନିଜର ବାସ୍ତବିକ ବା ପ୍ରକୃତ ପୂର୍ବଜ ସୋହରାଵ ଓ ରୁସ୍ତମଙ୍କୁ ମାନନ୍ତି ନାହିଁ।
ଭାରତ ପାଇଁ ଯେଉଁମାନେ ଶତ୍ରୁ ଥିଲେ, ଯେଉଁମାନେ ଆକ୍ରମଣ କରି ଭାରତର ଶ୍ରଦ୍ଧାକେନ୍ଦ୍ରଗୁଡ଼ିକୁ ନଷ୍ଟ କରିଥିଲେ ସେଇମାନଙ୍କୁ ଏମାନେ ନିଜ ପୂର୍ବଜ ବୋଲି ମାନିଥାନ୍ତି।
କରବଲା ପଡ଼ିଆରେ ହସନ ଓ ହୁସେନ ମଧ୍ୟରେ ଝଗଡ଼ା ହେଲା। ସେହି ସ୍ମୃତିରେ ଏଠିକାର ମୁସଲମାନ ମୋହରମ ପାଳୁଛି। କରବଲା ଯୁଦ୍ଧର ସମ୍ବନ୍ଧ ଇସଲାମ୍ ମତ ସହିତ ମୋଟେ କିଛି ନାହିଁ। ତା'ପରେ ମଧ୍ୟ ଏମାନେ ତାକୁ ସ୍ୱୀକାର କରିଥାନ୍ତି।
କିନ୍ତୁ ଭାରତର ପୂର୍ବଜ ପ୍ରଭୁ ଶ୍ରୀରାମ, ଯାହାଙ୍କ ଯୁଦ୍ଧ ରାବଣଙ୍କ ସହିତ ହୋଇଥିଲା, ଯେଉଁ ଯୁଦ୍ଧକୁ ରାମଲୀଳା ରୂପେ ସ୍ମରଣ କରାଯାଉଛି, ଏମାନେ ଏହାକୁ ମାନୁ ନାହାନ୍ତି।
ମୁସଲମାନ ମତକୁ ମାନୁଥିବା ଇଣ୍ଡୋନେସିଆର ମୁସଲମାନ ରାମାୟଣ ପଢ଼େ, ରାମଲୀଳା କରେ ଓ ରାମଙ୍କୁ ନିଜର ପୂର୍ବଜ ବୋଲି ମାନିଥାଏ। କିନ୍ତୁ ଏଠିକାର ମୁସଲମାନ ରାମାୟଣ ପଢ଼ନ୍ତି ନାହିଁ।
ଏହାର ଏକମାତ୍ର କାରଣ ହେଲା ଇଣ୍ଡୋନେସିଆର ମୁସଲମାନଙ୍କ ଅନ୍ତଃକରଣରେ କୌଣସି ରାଜନୈତିକ ଆକାଂକ୍ଷା ନାହିଁ, କିନ୍ତୁ ଏଠିକାର ମୁସଲମାନଙ୍କର ଅଛି। ଏଥିପାଇଁ ଏଠିକାର କୌଣସି ରାଷ୍ଟ୍ରୀୟ ତତ୍ତ୍ୱକୁ ସ୍ୱୀକାର କରିବାକୁ ଏମାନେ ପ୍ରସ୍ତୁତ ହୋଇପାରୁ ନାହାଁନ୍ତି।
୮. ୧୨. ୧୭

No comments:
Post a Comment