⛳ *ସୁପ୍ରଭାତମ୍ 🌞 ବନ୍ଦେମାତରମ୍* ⛳
🐌🌿🍁🐌llॐll🐇🐌🐚🐌
*ଆଜି ପୌଷମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥି*
*ଧନୁ ୧୦ଦିନ,ପୂର୍ବ ଭଦ୍ରା ନକ୍ଷତ୍ର*
*ସୂର୍ଯ୍ୟ ଦକ୍ଷିଣାୟନ କୁମ୍ଭ ଚନ୍ଦ୍ର*
*ଶୀତ ଋତୁ ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪*
*ଇଂରାଜୀ ସନ୍ ୨୦୧୭ ମସିହା*
*ଡିସେମ୍ବର ମାସ ୨୫ ତାରିଖ*
🌾 *ସୋ ମ ବା ର* 🌾
➖➖➖➖➖➖➖➖➖➖
🌼 [] [] *ସାହିତ୍ୟ ପ୍ରସାଦ* [] [] 🌼
ସଜ ସୁରଭିତ ଯୌବନ କାନ୍ତି
ଦରଦରହାସୀ ଗୋଲାପ
ନବ ବସନ୍ତେ ଶ୍ଯାମ ସୁନ୍ଦର
ଝରଝର ଆଖି ଯୋଡ଼ିକ
କୋମଳ ମଞ୍ଜୁଳ ଦଳୁଁ ଝଲମଲ
ନୀରବ ନୀହାର ଝରଣା
ସଲାଜ ସୁନ୍ଦର ନେତ୍ର ଟଳମଳ
ହସମିଶା ହର୍ଷ କାନ୍ଦଣା
ଅସରନ୍ତି ତୋର ବାସନା
ଅସରନ୍ତି ତୋର ବେଦନା
ଅସରନ୍ତି ତୋର ଅମୃତ ହସ
ଅସରନ୍ତି ତୋର ସାନ୍ତ୍ବନା !!
❗ *କବି କୁନ୍ତଳା କୁମାରୀ* ❗
🙏🙏🙏🙏🙏🙏🙏🙏
*ବନ୍ଦେ ଉତ୍କଳ ଜନନୀ*
*ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇💐🐌🐚🐌

No comments:
Post a Comment