Friday, 22 December 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତମ୍  🌞 ବନ୍ଦେମାତରମ୍* ⛳
  🐌🌿🍁🐌llॐll🐇🐌🐚🐌
*ଆଜି ପୌଷମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି*
        *ଧନୁ ୦୭ ଦିନ, ଶ୍ରବଣାନକ୍ଷତ୍ର*
          *ସୂର୍ଯ୍ୟ ଦକ୍ଷିଣାୟନ   ମକର ଚନ୍ଦ୍ର*
           *ଶୀତ ଋତୁ ଯୁଗାବ୍ଦ-୫୧୧୯*
             *ବିକ୍ରମ ସମ୍ବତ୍ ୨୦୭୪*
           *ଇଂରାଜୀ ସନ୍ ୨୦୧୭ ମସିହା*
           *ଡିସେମ୍ବର୍ ମାସ ୨୨ ତାରିଖ*
               *ଶୁ କ୍ର ବା ର*
    ➖➖➖➖➖➖➖➖➖➖
   🌼 [] [] *ସାହିତ୍ୟ ପ୍ରସାଦ* [] [] 🌼
*ଏ ଅନନ୍ତ ବିଶ୍ବ ତୁମ୍ଭ ମହିମା କୀର୍ତ୍ତନ*
*ଅଶେଷ ପ୍ରକାରେ ବିଭୋ କରେ ଅନୁକ୍ଷଣ*

*ତୁମ୍ଭ ଜ୍ଯୋତି ଲଭି ଚନ୍ଦ୍ର ତାରକା ଭାସ୍କର*
*ମଣ୍ଡନ୍ତି ଶୁଭ୍ର ଆଲୋକେ ନିଜ କଳେବର*

         *ଦିବସରଜନୀ ପୁଣି ଋତୁ ପରମ୍ପରା*
      *ନିତ୍ଯ ଆବର୍ତ୍ତନଶୀଳ ରମଣୀୟ ଧରା*

*ସୁନୀଳ ଗଗନ ସିନ୍ଧୁ ରତନ ନିଳୟ*
*ଦରଶନେ ଦେଉଛନ୍ତି ତୁମ୍ଭ ପରିଚୟ*❗

            []  *ଭକ୍ତକବି ମଧୁସୂଦନ* []
     
     🙏🙏🙏🙏🙏🙏🙏🙏
                   
             *ବନ୍ଦେ ଉତ୍କଳ ଜନନୀ*
            *ଜୟଜୟ ଶ୍ରୀ ଜଗନ୍ନାଥ*
    🌈 *ଦିନଟି ମଙ୍ଗଳମୟ  ହେଉ*🌈
         
  🐌🌿🍁🐌🐇💐🐌🐚🐌

No comments: