⛳ *ସୁପ୍ରଭାତମ୍ 🌞 ବନ୍ଦେମାତରମ୍* ⛳
🐌🌿🍁🐌llॐll🐇🐌🐚🐌
*ଆଜି ପୌଷମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥି*
*ଧନୁ ୦୪ ଦିନ, ମୂଳା ନକ୍ଷତ୍ର*
*ସୂର୍ଯ୍ୟ ଦକ୍ଷିଣାୟନ, ଧନୁ ଚନ୍ଦ୍ର*
*ଶୀତ ଋତୁ ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪*
*ଇଂରାଜୀ ସନ୍ ୨୦୧୭ ମସିହା*
*ଡିସେମ୍ବର୍ ମାସ ୧୯ ତାରିଖ*
*ମ ଙ୍ଗ ଳ ବା ର*
➖➖➖➖➖➖➖➖➖➖
🌼 [] [] *ସାହିତ୍ୟ ପ୍ରସାଦ* [] [] 🌼
*ଏ ଜୀବନ ଶୁଭ ନବୀନ ପ୍ରାତେ*
*ଗଗନେ ପବନେ ବୀଣା ବାଜଇ ସତେ*
*ବନେ ବନେ ପ୍ରତିଧ୍ଵନି*
*କ୍ଷଣେ ମୋ ମାନସ ଜିଣି*
*ମୋହୁଛି କେ ମନ ମୋର*
*ମଧୁର ଗୀତେ*❗
[] *କବି କୁନ୍ତଳା କୁମାରୀ* []
🙏🙏🙏🙏🙏🙏🙏🙏
*ବନ୍ଦେ ଉତ୍କଳ ଜନନୀ*
*ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇💐🐌🐚🐌
Tuesday, 19 December 2017
ପ୍ରଭାତ ପ୍ରସାଦ
Subscribe to:
Post Comments (Atom)

No comments:
Post a Comment