Thursday, 21 December 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତମ୍  🌞 ବନ୍ଦେମାତରମ୍* ⛳
  🐌🌿🍁🐌llॐll🐇🐌🐚🐌
*ଆଜି ପୌଷମାସ ଶୁକ୍ଳ ପକ୍ଷ ତୃତୀୟା ତିଥି*
        *ଧନୁ ୦୬ ଦିନ, ଉତ୍ତରାଷାଢ଼ା ନକ୍ଷତ୍ର*
          *ସୂର୍ଯ୍ୟ ଦକ୍ଷିଣାୟନ   ମକର ଚନ୍ଦ୍ର*
           *ଶୀତ ଋତୁ ଯୁଗାବ୍ଦ-୫୧୧୯*
             *ବିକ୍ରମ ସମ୍ବତ୍ ୨୦୭୪*
           *ଇଂରାଜୀ ସନ୍ ୨୦୧୭ ମସିହା*
           *ଡିସେମ୍ବର୍ ମାସ ୨୧ ତାରିଖ*
               *ଗୁ ରୁ ବା ର*
    ➖➖➖➖➖➖➖➖➖➖
   🌼 [] [] *ସାହିତ୍ୟ ପ୍ରସାଦ* [] [] 🌼
             *କୋଟି ଜୀବନର ରାଜରାଜେଶ୍ଵର*
                 *ବିରାଜ ହୃଦୟ ଗଗନେ*
          *ପ୍ରଭୋ ନିରଂଜନ ଡାକେ ଦୀନଜନ*
             *ଅବନତ ତବ ଚରଣେ*

               *ଚିରସଖା ମୋର ଅନ୍ତରତମ*
             *କେ ଅଛି ସଂସାରେ ତୁମରି ସମ*
                *ଚିର ପିତାମାତା ସହାୟ ମମ*
                *ଚିର ସଂଗୀ ମମ ଜୀବନେ*❗

            []  *ଭକ୍ତକବି ମଧୁସୂଦନ* []
     
     🙏🙏🙏🙏🙏🙏🙏🙏
                   
             *ବନ୍ଦେ ଉତ୍କଳ ଜନନୀ*
            *ଜୟଜୟ ଶ୍ରୀ ଜଗନ୍ନାଥ*
    🌈 *ଦିନଟି ମଙ୍ଗଳମୟ  ହେଉ*🌈
         
  🐌🌿🍁🐌🐇💐🐌🐚🐌

No comments: