ହିନ୍ଦୁ ସ୍ଵଭାବତଃ ସହିଷ୍ଣୁ ଅଟେ। ହିନ୍ଦୁ ସମାଜରେ ଏହାର ଅସଂଖ୍ୟ ଉଦାହରଣ ରହିଛି। ଗୋଟିଏ ପରିବାରରେ ଅନେକ ପନ୍ଥର ଉପାସକ ଆମେ ପାଇ ପାରିବା। ପତି ଆର୍ଯ୍ୟ ସମାଜୀ ପତ୍ନୀ ହନୁମାନ ଭକ୍ତ, କିନ୍ତୁ ଏଥିପାଇଁ ଝଗଡ଼ା ହେବାର କେହି କେବେ ଦେଖି ନାହିଁ।
ଯେତେବେଳେ କେହି ମୁସଲମାନ ହୋଇଯାଏ ସେତେବେଳେ ସେ ତୁରନ୍ତ ନୂଆ ପ୍ରକୃତି ଗ୍ରହଣ କରିନିଏ। ସେ ମୁସଲମାନ ହେବା ମାତ୍ରେ ପ୍ରଥମେ ବିଚାର କରେ ମୁଁ ସାରା ଦୁନିଆକୁ ମୁସଲମାନ କରିବି। ଏହି ବିଚାର ତ ଖରାପ ନୁହେଁ। କାରଣ ହିନ୍ଦୁ ମଧ୍ୟ କହୁଛନ୍ତି "କୃଣନ୍ତୋ ବିଶ୍ଵମାର୍ଯ୍ୟମ ।' ଏଭଳି ଚେଷ୍ଟାକୁ କୌଣସି ହିନ୍ଦୁ ଦ୍ଵେଷପୂର୍ଣ୍ଣ ଦୃଷ୍ଟିରେ ଦେଖେ ନାହିଁ।
କିନ୍ତୁ ମୁସଲମାନ ବୁଝିଥାଏ ଯିଏ ମହାପୁରୁଷ ମହମ୍ମଦଙ୍କୁ ମାନନ୍ତି ସେ କେବଳ ମୁସଲମାନ ବାକି ସବୁ କାଫେର। ଏଥିପାଇଁ ସେ ଅନ୍ୟ ଧର୍ମମତର ଲୋକମାନଙ୍କୁ ଦେଖିଲେ ଅସହିଷ୍ଣୁ ହୋଇଉଠେ।
୪. ୧୨. ୧୭

No comments:
Post a Comment