Wednesday, 6 December 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତମ୍  🌞 ବନ୍ଦେମାତରମ୍* ⛳
  ....................................................
   🐌🌿🍁🐌ॐ🐇🐌🐚🐌
*ପୌଷମାସ କୃଷ୍ଣପକ୍ଷ *ତୃତୀୟା ତିଥି*
     *ବିଛା୨୦ଦିନ, ପୁନର୍ବସୁ ନକ୍ଷତ୍ର*
        *ସୂର୍ଯ୍ୟ ଦକ୍ଷିଣାୟନ   ମିଥୁନ ଚନ୍ଦ୍ର*
      *ଶୀତ ଋତୁ ଯୁଗାବ୍ଦ-୫୧୧୯*
         *ବିକ୍ରମ ସମ୍ବତ୍ ୨୦୭୪*
  *ଇଂରାଜୀ ସନ୍ ୨୦୧୭ ମସିହା*
   *ଡିସେମ୍ବର ମାସ ୦୬ ତାରିଖ*
             *ବୁଧ ବାର*
    ➖➖➖➖➖➖➖➖➖➖
                  ଡ.ରାଧାନାଥ ରଥ ଜୟନ୍ତୀ*
.........................................................
   🍁 [] [] *ସାହିତ୍ୟ ପ୍ରସାଦ* [] []🍁
   ଧୂପସମ ଜଳିଜଳି ଆଲୋକ ବିତରି ଯିବି
ପୁଣିତୋର ପୂଜା ପାଇଁ ଫୁଲ ହୋଇ ମୁଁ ଫୁଟିବି

ନ ଶୁଖୁ ମମତା ଝର ମାଟି ମାଆଗୋ ମୋହର
ଜନମେ ଜନମେ ଆସି ତୋର ସେବା କରୁଥିବି!

ସ୍ନେହମୟୀ ଜନନୀଲୋ ମୋହିଅଛୁ ଏ ସଂସାର
ମୁଁ ବା ଅଟେ କିବା ଛାର କାଟିବି ତୋ ମାୟା ଡୋର

ଭକତି ଦେଏ ମା ତୋର ମୁକତି କି ହେବ ମୋର
ତୋ କୋଳ ମୋ ସ୍ବର୍ଗପୁର ତୁ ମୋର ଆରାଧ୍ଯା ଦେବୀ

      🙏🙏🙏🙏🙏🙏🙏🙏
                   
             *ବନ୍ଦେ ଉତ୍କଳ ଜନନୀ*
            *ଜୟଜୟ ଶ୍ରୀ ଜଗନ୍ନାଥ*
    🌈 *ଦିନଟି ମଙ୍ଗଳମୟ  ହେଉ*🌈
         
  🐌🌿🍁🐌🐇💐🐌🐚🐌

No comments: