⛳ *ସୁପ୍ରଭାତମ୍ 🌞 ବନ୍ଦେମାତରମ୍* ⛳
🐌🌿🍁🐌llॐll🐇🐌🐚🐌
*ଆଜି ପୌଷମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥି*
*ଧନୁ ୦୩ ଦିନ, ଜ୍ଯେଷ୍ଠାନକ୍ଷତ୍ର*
*ସୂର୍ଯ୍ୟ ଦକ୍ଷିଣାୟନ, ବିଛା ଚନ୍ଦ୍ର*
*ଶୀତ ଋତୁ ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪*
*ଇଂରାଜୀ ସନ୍ ୨୦୧୭ ମସିହା*
*ଡିସେମ୍ବର୍ ମାସ ୧୮ ତାରିଖ*
*ସୋ ମ ବା ର* *ସଂ କ୍ରା ନ୍ତି*
➖➖➖➖➖➖➖➖➖➖
🌼 [] [] *ସାହିତ୍ୟ ପ୍ରସାଦ* [] [] 🌼
ଧନ୍ଯ ହେ ମଂଗଳମୟ ନିଖିଳ ଭୁବନାଶ୍ରୟ
ଭକତର ବାଞ୍ଛାକଳ୍ପତରୁ
ପ୍ରେମାନନ୍ଦ ସୁଧାଝର ଝରୁଅଛି ନିରନ୍ତର
ତୁମ୍ଭ ଶ୍ରୀଚରଣ କମଳରୁ ହେ ମହାପ୍ରଭୁ
ଅନାଥଶରଣ ପିତାମାତା
ଅଗତି ଜନର ପରିତ୍ରାତା
ସଂସାର - ଜଳଧି-ସେତୁ ପୁଣ୍ଯଶାନ୍ତି ଭକ୍ତ ହେତୁ
ଏକା ତୁମ୍ଭେ ସର୍ବ ସୁଖଦାତା ହେ ମହାପ୍ରଭୁ ❗
ଭକ୍ତକବି ମଧୁସୂଦନ ରାଓ [] []
🙏🙏🙏🙏🙏🙏🙏🙏
*ବନ୍ଦେ ଉତ୍କଳ ଜନନୀ*
*ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇💐🐌🐚🐌

No comments:
Post a Comment