ବିରୋଧ କଣ ପାଇଁ ?
ସେମାନେ ମସଜିଦ ଯାଆନ୍ତି। ସେଥିପାଇଁ ହିନ୍ଦୁ କେଵେ ବି ତାଙ୍କୁ ବିରୋଧ କରେ ନାହିଁ। ପନ୍ଥ-ଉପପନ୍ଥକୁ କେବେବି ହିନ୍ଦୁ ମହତ୍ତ୍ୱ ଦେଇ ନାହିଁ। 'ଏକମ୍ ସତ୍ ବିପ୍ରାଃ ବହୁଧା ବଦନ୍ତି' ଏହା ହିନ୍ଦୁର ତତ୍ତ୍ୱଜ୍ଞାନ ଅଟେ। ଅର୍ଥାତ୍ ସତ୍ୟ ଏକ, ପରନ୍ତୁ ତତ୍ତ୍ୱନିଷ୍ଠ ଲୋକମାନେ ତାକୁ ଅଲଗା ଅଲଗା ଢଙ୍ଗରେ ବ୍ୟାଖ୍ୟା କରିଥାନ୍ତି। ଏହି ଆଧାରରେ ହିନ୍ଦୁ ଈଶ୍ୱରଙ୍କୁ ଗଣେଶ, ଶିବ, ବିଷ୍ଣୁ ଆଦି ରୂପରେ ପୂଜା କରିଥାଏ। ଯଦି କେହି ମହାପୁରୁଷ ମହମ୍ମଦଙ୍କର ପୂଜା କରନ୍ତି ତେବେ ସେ କିଛି ଆପତ୍ତି କରେ ନାହିଁ।
ଯେଉଁ ମୁସଲମାନ ମହମ୍ମଦଙ୍କ ଅନୁଯାୟୀ ଅଟନ୍ତି, ଯଦି ସେ ଅନୁଯାୟୀ ମାତ୍ର ହୋଇ ରହନ୍ତେ ତେବେ ହିନ୍ଦୁର କିଛି ଚିନ୍ତା ନାହିଁ, ପରନ୍ତୁ ଚିନ୍ତା ସେତେବେଳେ କରିବାକୁ ପଡ଼ିଛି ମୁସଲମାନ ହେବା ପରେ ଯେତେବେଳେ ତାର ପ୍ରକୃତି ବଦଳି ଯାଇଛି। ସେ ଯେତେବେଳେ ରାଷ୍ଟ୍ର ଠାରୁ ଅଲଗା ହୋଇଯାଇଛି, ସେ ଯେତେବେଳେ ରାଷ୍ଟ୍ରର ଶତ୍ରୁ ହୋଇଯାଇଛି। କେବେଳ, କେବଳ ସେତିକି ବେଳେ ହିଁ ହିନ୍ଦୁ ମୁସଲମାନ ଭିତରେ ଭେଦ ଦେଖାଯାଇଛି।
ସେମିତି ଦେଖିବାକୁ ଗଲେ ହିନ୍ଦୁ ମୁସଲମାନର ଶତ୍ରୁ ନୁହେଁ। ମୁସଲମାନଙ୍କ ଭିତରେ ଅନେକ ଭଲ ଲୋକ ଥାଇ ପାରନ୍ତି। ହିନ୍ଦୁଙ୍କ ଭିତରେ ବି ଅନେକ ଖରାପ ଲୋକ ଥାଇ ପାରନ୍ତି।
ପ୍ରକୃତି ଦୃଷ୍ଟିରୁ ଦେଖିଲେ ବ୍ୟକ୍ତିଗତ ଭାବେ ଖରାପ ଥିବା ହିନ୍ଦୁ ସାମୂହିକ ରୂପେ ଭଲକୁ ହିଁ ସ୍ୱୀକାର କରେ ଓ ସାମୂହିକ ହେଉଥିବା ଭଲ କାର୍ଯ୍ୟରେ ସେ ସହଭାଗୀ ହୁଏ।
ଏହାର ବିପରୀତ ବ୍ୟକ୍ତି ଅନୁସାରେ ଭଲ ଥିବା ମୁସଲମାନ ସାମୂହିକ ରୂପେ ଭୁଲକୁ ସମର୍ଥନ କରେ ଓ ଭୁଲ କାର୍ଯ୍ୟ କରେ।
ହିନ୍ଦୁ ଯେତେବେଳେ ଏକାଠି ହୁଅନ୍ତି ସେତେବେଳେ ସେମାନେ କୌଣସି ଖରାପ କଥା ଚିନ୍ତା କରନ୍ତି ନାହିଁ।
ଏହାର ବିପରୀତ କଥା ମୁସଲମାନଙ୍କ ପାଖରେ ଦେଖିବାକୁ ମିଳେ।
ଏପରି କଣ ପାଇଁ ?
ମହାତ୍ମା ଗାନ୍ଧୀ କହିଥିଲେ, " ସାଧାରଣ ମୁସଲମାନ ଗୁଣ୍ଡା ହୋଇଥାଏ(Common Muslim is bully)।
ସେପରି ଦେଖିବାକୁ ଗଲେ ସର୍ବସାମାନ୍ୟ ହିନ୍ଦୁ ଗୁଣ୍ଡା ନୁହଁନ୍ତି।
ଏହିପରି ଗୋଟିଏ ଅଧେ ନୁହେଁ ଶହ ଶହ ଉଦାହରଣ ଆମେ ଇତିହାସରୁ ପାଇବା।
କୌଣସି ଗଛର କଲମୀକରଣ କଲାବେଳେ ମୂଳ ଗଛର ପ୍ରକୃତି ବଦଳିଗଲା ଭଳି ବ୍ୟକ୍ତିର ମଧ୍ୟ ପ୍ରକୃତି ବଦଳି ଯାଇଥାଏ।
ଏ ସବୁର ବିଚାରକରି ଉଭୟଙ୍କୁ ବ୍ୟକ୍ତିଗତ ଚରିତ୍ର ଓ ସାମୂହିକ ଚରିତ୍ର ସୁଧାରିବାକୁ ହେବ। ତେବେ ତ ସହବସ୍ଥାନ ସହଜ ହୋଇଯିବ।
୩. ୧୨. ୧୭

No comments:
Post a Comment