ଭାରତୀୟ ମୁସଲମାନ କହନ୍ତି ଇସଲାମ୍ ତାଙ୍କର ଧର୍ମମତ ଓ ଏହା ମଧ୍ୟ ତାଙ୍କ ସଂସ୍କୃତି। କିନ୍ତୁ ସଂସ୍କୃତିର ସମ୍ବନ୍ଧ ଦେଶ ଓ ରାଷ୍ଟ୍ର ସହ ରହିଥାଏ। ଏଥିପାଇଁ ଇସଲାମକୁ ସଂସ୍କୃତି କହିବା କେତେ ଦୂର ଠିକ୍ ? ଏବେ ଦେଖନ୍ତୁ ଆଫଗାନିସ୍ତାନ, ଇନ୍ଦୋନେସିଆ, ଆରବ ଆଦି ଅନେକ ମୁସଲିମ୍ ମତକୁ ମାନୁଥିବା ଦେଶ ଅଛନ୍ତି। କିନ୍ତୁ ପ୍ରତ୍ୟେକଙ୍କର ସଂସ୍କୃତି ଭିନ୍ନ ଅଟେ। ସେହିପରି ଈଶାଇ ଧର୍ମମତକୁ ମାନୁଥିବା ଦେଶ ଫ୍ରାନ୍ସ, ବ୍ରିଟେନ, ଆମେରିକା ଆଦି ଅଛନ୍ତି; କିନ୍ତୁ ପ୍ରତ୍ୟେକଙ୍କର ସଂସ୍କୃତି ଅଲଗା।
ଆଶ୍ଚର୍ଯ୍ୟର କଥା ହେଲା ଭାରତୀୟ ମୁସଲମାନ କହନ୍ତି ଆମର ମୁସଲିମ୍ ସଂସ୍କୃତି ସମ୍ପୂର୍ଣ୍ଣ ଅଲଗା।
ତେବେ ତାଙ୍କର କଣ ବିଶେଷ ସଂସ୍କୃତି ରହିଛି ?
ଭାରତୀୟ ସଂସ୍କୃତିକୁ ଛାଡ଼ି ଯଦି ତାଙ୍କର ତାଙ୍କର କିଛି ବିଶେଷ ସଂସ୍କୃତି ରହିଛି, ତେବେ ଏ ଦେଶକୁ କିପରି ସେମାନେ ଭଲ ପାଇବେ ? ସଂସ୍କୃତି ସହିତ ଯଦି ରାଷ୍ଟ୍ରୀୟତା ଯୋଡ଼ି ହୋଇ ରହିଛି, ତେବେ ସେମାନେ କିପରି ନିଜକୁ ରାଷ୍ଟ୍ରୀୟ ବୋଲି କହି ପାରିବେ ?
ବରଂ ଏହାର ବିପରୀତ ଯାହାକୁ ଭାରତୀୟ ମାନେ ବିରୋଧ କରୁଥିବେ ତାହାକୁ ସେ ଆପଣାର ଭାବୁ ଥିବେ । ଭାରତ ତେରୀ ଟୁକୁଡ଼େ ହୋଗୀ । ଇନ୍ସା ଆଲ୍ହା, ଇନସା ଆଲ୍ହା କହୁଥିବେ।
ଭାରତୀୟମାନେ ଭାରତକୁ ମାଆ କହିଲା ବେଳେ ସେମାନେ ଭାରତକୁ 'ଦାରୁଲ ହରବ' କହୁଥିବେ।
ଭାରତୀୟମାନେ ଗାଈକୁ ପୂଜା କରୁଥିବା ବେଳେ ସେମାନେ ଗାଈକୁ ହତ୍ୟା କରି ବକ୍ରିଦ ପର୍ବ ପାଳନ କରୁଥିବେ। ବକର ଆରବ ଭାଷାରେ ଗାଈ। ଅର୍ଥାତ୍ ଯେଉଁ ଗାଈକୁ ଭାରତୀୟମାନେ ପୂଜା କରୁଛନ୍ତି ସେଇ ଗାଈକୁ ବକ୍ରିଦ ଦିନ ବଳି ଚଢ଼ାଉଥିବେ। ଏହା କଣ ଭାରତୀୟଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ଭାବ ?
୬. ୧୨. ୧୭

No comments:
Post a Comment