⛳ *ସୁପ୍ରଭାତମ୍ 🌞 ବନ୍ଦେମାତରମ୍* ⛳
🐌🌿🍁🐌llॐll🐇🐌🐚🐌
*ଆଜି ପୌଷମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି*
*ଧନୁ ୦୧ ଦିନ, ଅନୁରାଧା ନକ୍ଷତ୍ର*
*ସୂର୍ଯ୍ୟ ଦକ୍ଷିଣାୟନ, ବିଛା ଚନ୍ଦ୍ର*
*ଶୀତ ଋତୁ ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪*
*ଇଂରାଜୀ ସନ୍ ୨୦୧୭ ମସିହା*
*ଡିସେମ୍ବର୍ ମାସ ୧୬ ତାରିଖ*
*ଶ ନି ବା ର* *ସଂ କ୍ରା ନ୍ତି*
➖➖➖➖➖➖➖➖➖➖
🌼 [] [] *ସାହିତ୍ୟ ପ୍ରସାଦ* [] [] 🌼
ଜାଗ ହେ ତରୁଣ ପୂର୍ବେ ତପନ
ଅରୁଣ କିରଣ ବୁଣି ଉଇଁଲେଣି
ପକ୍ଷୀ କୁଜନ ପାରୁନ କି ଶୁଣି
ତେଜରେ ଶଯ୍ୟା ତେଜରେ ନିଦ୍ରା
ବରଜ ଅଳସ ଅୟସ ତନ୍ଦ୍ରା
ଜାଗୁରେ ଜୀବନ ନବ ଯଉବନ
ତେଜ କ୍ରନ୍ଦନ କୁମର ମଣି
ଡାକୁଛି ତମକୁ ମାତୃଭୂମି ... []
ବସି କି ରହିଲେ ଶସ୍ଯ କି ବିଲେ
ଶ୍ଯାମଳ ହେବ କି ଅମଳ ହେବ
ବଉଳା କି ଆପେ ଦୁଗ୍ଧ ଦେବ
ଉଠରେ ଛୁଟରେ ଉଚ୍ଚାଭିଳାଷୀ
ଛାତ୍ର ସାଥୀ ମୋ ନ ହୁଅ ବିଳାସୀ
ଅଧ୍ୟୟନର ତପ ସାଧନରେ
ଯଦି ତୁମ ମନ ଲଗ୍ନ ହେବ
ବିଜୟ ତୁମକୁ ସ୍ପର୍ଶ ଦେବ [] []
🙏🙏🙏🙏🙏🙏🙏🙏
*ବନ୍ଦେ ଉତ୍କଳ ଜନନୀ*
*ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇💐🐌🐚🐌

No comments:
Post a Comment