Wednesday, 20 December 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତମ୍  🌞 ବନ୍ଦେମାତରମ୍* ⛳
  🐌🌿🍁🐌llॐll🐇🐌🐚🐌
*ଆଜି ପୌଷମାସ ଶୁକ୍ଳ ପକ୍ଷ ଦ୍ବିତୀୟା ତିଥି*
        *ଧନୁ ୦୪ ଦିନ, ପୂର୍ବାଷାଢ଼ା ନକ୍ଷତ୍ର*
          *ସୂର୍ଯ୍ୟ ଦକ୍ଷିଣାୟନ   ଧନୁ ଚନ୍ଦ୍ର*
           *ଶୀତ ଋତୁ ଯୁଗାବ୍ଦ-୫୧୧୯*
             *ବିକ୍ରମ ସମ୍ବତ୍ ୨୦୭୪*
           *ଇଂରାଜୀ ସନ୍ ୨୦୧୭ ମସିହା*
           *ଡିସେମ୍ବର୍ ମାସ ୨୦ ତାରିଖ*
               *ବୁ ଧ ବା ର*
    ➖➖➖➖➖➖➖➖➖➖
   🌼 [] [] *ସାହିତ୍ୟ ପ୍ରସାଦ* [] [] 🌼
        *ଜୀବନ ନୁହେଁ ମୋ ସ୍ବପନ ଛଳନା*
        *ଜୀବନ ଆନନ୍ଦମୟ ହେ*
     *କରମ ଲାଗି ମୁଁ ଜନମ ଲଭିଛି*
        *କରମେ ଲଭିବି ଜୟ ହେ*❗
            []  *କବି କୁନ୍ତଳା କୁମାରୀ* []
     
     🙏🙏🙏🙏🙏🙏🙏🙏
                   
             *ବନ୍ଦେ ଉତ୍କଳ ଜନନୀ*
            *ଜୟଜୟ ଶ୍ରୀ ଜଗନ୍ନାଥ*
    🌈 *ଦିନଟି ମଙ୍ଗଳମୟ  ହେଉ*🌈
         
  🐌🌿🍁🐌🐇💐🐌🐚🐌

No comments: