Monday, 13 November 2017

*ରାଷ୍ଟ୍ରର ପଥପ୍ରଦୀପ(ସର୍ବ ପନ୍ଥ ସମାଦର)

'ଗୀତା' ଭାରତର ତତ୍ତ୍ୱଜ୍ଞାନ ଅଟେ। ଭାରତର ସର୍ବପନ୍ଥ ସମାଦର ବିଚାରର ଭିତ୍ତିଭୂମି ଅଟେ।

'ୟେ ଯଥା ମାଂ ପ୍ରପଦ୍ୟନ୍ତେ ତାଂସ୍ତଥୈବ ଭଜାମ୍ୟହମ୍'।

ସବୁ ଅଦ୍ଭୁତ ଅନୁଭୁତିଗୁଡ଼ିକୁ ଗୀତା ସେହି ଗୋଟିଏ ଶକ୍ତିର ଆବିଷ୍କାର ବୋଲି କହିଥାଏ।

ଅହିଂସାକୁ ଦୈବୀଗୁଣ ବୋଲି ମାନୁଥିବା ଗୀତା ତାକୁ ଷୋହଳ ଅଧ୍ୟାୟର 'ଅଭୟ' ପରେ ଉଲ୍ଲେଖ କରିଛି।

'ମହାବୀର' ଙ୍କୁ ହିଁ ଅହିଂସା ଶୋଭା ଦେଇଥାଏ, କିନ୍ତୁ ଦୁର୍ବଳଙ୍କୁ ନୁହେଁ - ଏହା ଗୀତାର ସନ୍ଦେଶ।

ଭାରତ ଆତଙ୍କବାଦ ସହ ଲଢ଼ୁଥିବା ସମୟରେ ଏହି ପୌରୁଷପ୍ରଧାନ ଚିନ୍ତନର ଅତ୍ୟନ୍ତ ଆବଶ୍ୟକତା ରହିଛି।

୧୩. ୧୧. ୧୭

No comments: