⛳ *ସୁପ୍ରଭାତମ୍ 🌞 ବନ୍ଦେମାତରମ୍* ⛳
....................................................
🐌🌿🍁🐌ॐ🐇🐌🐚🐌
*ମାର୍ଗଶୀର ମାସ କୃଷ୍ଣପକ୍ଷ *ଦଶମୀ ତିଥି*
*ତୁଳା ୨୮ଦିନ ପୂର୍ବାଫାଲ୍ଗୁନୀ ନକ୍ଷତ୍ର*
*ସୂର୍ଯ୍ୟ ଦକ୍ଷିଣାୟନ ସିଂହଚନ୍ଦ୍ର*
*ହେମନ୍ତ ଋତୁ ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪, ସୋମବାର*
*ଇଂରାଜୀ ତା. ୧୩ ରିଖ*
*ନଭେମ୍ବର ୨୦୧୭ ମସିହା*
➖➖➖➖➖➖➖➖
🍁 [] [] *ସାହିତ୍ୟ ପ୍ରସାଦ* [] []🍁
*ଦେଖିବି ଥରେ ଯେବେ ପରାଣ ନାହା*
*ଛାଡ଼ିବି ନାହିଁ ଭିଡ଼ି ଧରିବି ବାହା*
*ବିହିବି ମନଭରି ଚୁମ୍ବ ଆଶ୍ଳେଷ*
*ପୂରିବ ପ୍ରାଣ ପ୍ରାସ ହରିବ କ୍ଳେଶ*
*ନାଚେ ଲହରୀ ଯଥା ଶଶୀ ପରଶେ*
*ନଳିନୀ ଯଥା ରବି କରେ ହରଷେ*
*ମିଳଇ ପ୍ରାଣ ତଥା ପ୍ରାଣେଶ ପଦେ*
*ନାଚିବି ବିଶ୍ବପ୍ରେମେ ପରମାନନ୍ଦେ*
*ଗିରି ସାଗର ନଦୀ ତପନ ଶଶୀ*
*ସର୍ବେ ଚୁମ୍ବିବେ ମୋତେ ପ୍ରେମେ ପରଶି*
*ମୋ ପ୍ରାଣ ପ୍ରେମଧାରେ ଭାସିବ ଧରା*
*ହେବ ଏ ବିଶ୍ବ ମୋର ପ୍ରେମ ପସରା!*
➖ _*ପଣ୍ଡିତ ଗୋପବନ୍ଧୁ ଦାସ*_
🙏🙏🙏🙏🙏🙏🙏
*ବନ୍ଦେ ଉତ୍କଳ ଜନନୀ*
*ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇💐🐌🐚🐌

No comments:
Post a Comment