⛳ *ସୁପ୍ରଭାତମ୍ 🌞 ବନ୍ଦେମାତରମ୍* ⛳
....................................................
🐌🌿🍁🐌ॐ🐇🐌🐚🐌
*କାର୍ତ୍ତିକମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥି*
*ଉ. ଭାଦ୍ରନକ୍ଷତ୍ର, ସୂର୍ଯ୍ୟ ଦକ୍ଷିଣାୟନ*
*ଧନୁଚନ୍ଦ୍ର, ହେମନ୍ତଋତୁ*
*ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪, ଗୁରୁବାର*
*ଇଂରାଜୀ ତା. ୦୨ ରିଖ*
*ନଭେମ୍ବର ୨୦୧୭ ମସିହା*
🕉🕉🕉🕉🕉🕉🕉🕉🕉
[] [] *ସାହିତ୍ୟ ପ୍ରସାଦ* [] []
*କିପାଇଁ କାନ୍ଦିବି ଆକୁଳେ ଜନନୀ*
*କରିନପାରିଲି ସେବା ଗୋ,*
*କିପାଇଁ ନିନ୍ଦିବି* *କରମ କୁ ମୋର*
*ହୋଇବି ମୁଁ ଯାହା ହେବା ଗୋ*
*ଉଣା ନୁହେ ମୋର ଶକତି ଭକତି*
*ତୋ ଲାଗି ବନ୍ଧନ ସେ ମୋର ମୁକତି*
*ବସି ତୋ ପୟରେ ପୂଜିବି ଆଦରେ*
*ବହିବି ଯା ବହି ନେବା ଗୋ ll*
*ପରାପୀଡ଼ା ଦୁଃଖ ବହିବି ମୁ ଶିରେ*
*ସହିବି ଗ୍ରୀଷମ ବରଷା ଶିଶିରେ*
*ପୋଡୁ ପ୍ରାଣ ମୋର , ଆସୁ ଦୁଃଖ ଘୋର*
*ଦେବି ଜଗତେ ଯା ଦେବା ଗୋ .*
[ _*ନାରୀକବି କୁନ୍ତଳାକୁମାରୀ*_ ]
🙏🙏🙏🙏🙏🙏🙏🙏
*ବନ୍ଦେ ଉତ୍କଳ ଜନନୀ*
*ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇💐🐌🐚🐌
Thursday, 2 November 2017
ପ୍ରଭାତ ପ୍ରସାଦ
Subscribe to:
Post Comments (Atom)

No comments:
Post a Comment