ବାଇବେଲରେ ଏଡ଼ନ ନାମକ ଏକ ସ୍ୱର୍ଗସ୍ଥାନର କଥା କୁହାଯାଇଛି। ଏଥିରେ ବିଶ୍ୱନିର୍ମିତ ଅଧ୍ୟାୟ ୨.୧୫ରେ ଈଶ୍ୱର ଆଦମ ଓ ଇଭକୁ ଏଡନ ବିଭାଗ ବଗିଚାରେ ରଖିଥିଲେ ବୋଲି କୁହାଯାଇଛି। ଇହୁଦୀ ଓ ଇଶାଇ ପରମ୍ପରା ଅନୁସାରେ ଏଡ଼ମ୍ ପ୍ରାଚୀନ ବେବିଲୋନ ବା ବର୍ତ୍ତମାନର ଇରାକରେ ଥିଲା। ଏହି ପ୍ରଦେଶ ବହୁତ ପୁରୁଣା ପରମ୍ପରା ଓ ସଂସ୍କୃତିରେ ବ୍ୟାପ୍ତ ଥିଲା। ବେବିଲୋନ ଶବ୍ଦର ଅର୍ଥ ହେଲା ଦେବତାଙ୍କ ଦ୍ୱାର । ୟୁଫ୍ରାଟିସ ନଦୀ କୂଳରେ ନିର୍ମିତ ବଡ଼ ବଡ଼ ଉଦ୍ୟାନ ପ୍ରାଚୀନ କାଳରେ ବହୁତ ପ୍ରସିଦ୍ଧ ଥିଲା। ଯାହାକୁ ଝୁଲନ୍ତା ଉଦ୍ୟାନ କୁହାଯାଉଥିଲା। ସେହି ଉଦ୍ୟାନରେ ପାଣି ଉପରକୁ ଉଠାଇବା ପାଇଁ ପାଣି ଉଠା ଯନ୍ତ୍ରର ବ୍ୟବହାର କରାଯାଉଥିଲା ଯାହାର ଚିତ୍ର ପ୍ରାଚୀନ ପ୍ରତ୍ନ ତତ୍ତ୍ୱରେ ଉପଲବ୍ଧ ଅଛି। ଏହି ସ୍ଥାନକୁ ୧୬.୩୯ ଏବଂ ୧୮.୩୯ ଭଳି ଅନେକ ସ୍ଥାନରେ "ଜନ୍ନତି
ଅଦନିନ" ବୋଲି କୁହାଯାଇଛି।
ଉଦ୍ୟାନର ନିମ୍ନ ଭାଗରୁ ଝରଣା ବା ନଇ ପ୍ରବାହିତ ହେବା କଥା ନସ୍ତ୍ର କହିଛନ୍ତି। ପ୍ରାଚୀନ ଏଡନ ଏବଂ ବେବିଲୋନର ଝୁଲନ୍ତା ଉଦ୍ୟାନ ବିଷୟରେ ଜାଣିଲେ ଉଭୟଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ହୋଇପାରିବ।
ପ. କୁରାନର ସ୍ୱର୍ଗର ଭୌତିକ ସାଧର୍ମ୍ୟ ବେବିଲନର ଝୁଲନ୍ତା ଉଦ୍ୟାନ ଏଵଂ ତା ସହ ବହୁଥିବା ନଦୀ ସହ ଅଛି।
ସ୍ୱର୍ଗର ଵର୍ଣ୍ଣନ ହଦୀଶରେ ଆହୁରି ବିସ୍ତାରିତ ଭାବେ କରାଯାଇଛି। ହ. ଅବୁହୁରାଇରାଙ୍କ ଅନୁସାର ପୈଗମ୍ବର ମହମ୍ମଦ ଯେତେବେଳେ ଶୋଈ ଥିଲେ ସେତେବେଳେ ସେ ସ୍ଵତଃ ନିଜକୁ ସ୍ଵର୍ଗରେ ଦେଖିଲେ। ସେ ଯେଉଁ ଭବ୍ୟ ମହଲ ସାମନାରେ ଛିଡ଼ାହୋଇଥିଲେ ସେଠି ଜଣେ ମହିଳା ଥିଲେ ଯିଏ କହିଲେ କି ସେ ମହଲ ନିସ୍ତିମ ଅନୁଯାୟୀ ଉମର ବିନ ଅଲ ଖତ୍ରବ ଆଉ ଜଣେ ଆଦର୍ଶ ଖଲିଫାଙ୍କ ପାଇଁ ଥିଲା।
(ଅଲ ବୁଖାରୀ ୪.୪୬୫) ପୃଷ୍ଠା୬୪୮
୨୫.୧୧.୧୭

No comments:
Post a Comment