Wednesday, 1 November 2017

ଶୁଭ ସନ୍ଧ୍ୟା

*ଆଜି କାର୍ତ୍ତିକମାସ ଶୁକ୍ଳପକ୍ଷ ଦ୍ବାଦଶୀ ତିଥି*
*ବୁଧବାର, ଯୁଗାବ୍ଦ-୫୧୧୯, ବିକ୍ରମ ସମ୍ବତ୍ - ୨୦୭୪, ବୁଧବାର* ଇଂରାଜୀ ୦୧ ତାରିଖ ନଭେମ୍ବର ମାସ ୨୦୧୭ ମସିହା*

*_🌞⛅ସନ୍ଧ୍ୟାର ସ୍ନେହିଳ ଶୁଭାଭିନନ୍ଦନ ବନ୍ଧୁଗଣ, ନମସ୍ତେ,, ହରିଃଓଁ ⛅🌞_*
🌿🌟🌿🌟🌿🌟🌟
*✍🏻ଏକ ସୁଖଦ ଜୀବନ ପାଇଁ, ବିଚାରରେ ସତ୍ୟନିଷ୍ଠା, ଅଧରରେ ଧାରେ ହସ, ହୃଦୟରେ ପବିତ୍ରତା ନିହାତି ଆବଶ୍ୟକ! ।*

  *_☝🏻ମନଯାର ନିରିମଳ ..!_*  *_ତାପାଇଁ ସବୁଦିନ ସବୁକ୍ଷଣ ଶୁଭଦ ସକାଳ!!_*
🌿🌟🌿🌟🌿🌟🌿🌟

No comments: