Thursday, 23 November 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତମ୍  🌞 ବନ୍ଦେମାତରମ୍* ⛳
  ....................................................
   🐌🌿🍁🐌ॐ🐇🐌🐚🐌
*ମାର୍ଗଶୀର ମାସ ଶୁକ୍ଳପକ୍ଷ କୁରାଳ ପଞ୍ଚମୀ*
    *ବିଛା ୦୮ଦିନ ସୂର୍ଯ୍ୟ ଦକ୍ଷିଣାୟନ*
*ଧନୁଚନ୍ଦ୍ର ହେମନ୍ତ ଋତୁ ଯୁଗାବ୍ଦ-୫୧୧୯*
     *ବିକ୍ରମ ସମ୍ବତ୍ ୨୦୭୪, ଗୁରୁବାର*
         *ଇଂରାଜୀ  ସନ୍ ୨୦୧୭ମସିହା*
         *ନଭେମ୍ବର୍ ମାସ* *ତା୨୩ରିଖ*
    ➖➖➖➖➖➖➖➖
   🍁 [] [] *ସାହିତ୍ୟ ପ୍ରସାଦ* [] [] 🍁🌾
ସ୍ରୁଷ୍ଟି ଆଦ୍ଯକାଳୁ ଦେବୀ ତୋହର ଉତ୍ପତ୍ତି
ତୋର ନିତ୍ୟ ଲୀଳାଭୂମି ଅନନ୍ତ ଅପାର
ଅନନ୍ତ ଅଦ୍ଭୁତ ଅତି ତୋ ମହା ଶକତି
ସହଜେ ବୁଝିବ କାହିଁ ତାହା ଛାର ନର!

ଅନଳେ ଆହୁତିଧାରା କରି ବରଷଣ
ପୂତନାରୀ ସରସ୍ଵତୀ ପୁଳିନ ପ୍ରଦେଶେ
ପାଇଲେ ସଙ୍ଗୀତ ଯେବେ ଆଦି ଋଷିଗଣ
ପ୍ରକାଶିଲୁ ତହିଁ ମାତଃ ବିଶୁଦ୍ଧ ସୁବେଶେ

         *ବାଣୀ - ମଧୁସୂଦନ ରାଓ*

    🙏🙏🙏🙏🙏🙏
                   
             *ବନ୍ଦେ ଉତ୍କଳ ଜନନୀ*
            *ଜୟଜୟ ଶ୍ରୀ ଜଗନ୍ନାଥ*
    🌈 *ଦିନଟି ମଙ୍ଗଳମୟ  ହେଉ*🌈
      ➖ *ସତ୍ୟ ସାଇବାବାଙ୍କ ଜୟନ୍ତୀ*➖
  🐌🌿🍁🐌🐇💐🐌🐚🐌

No comments: