⛳ *ସୁପ୍ରଭାତମ୍ 🌞 ବନ୍ଦେମାତରମ୍* ⛳
....................................................
🐌🌿🍁🐌ॐ🐇🐌🐚🐌
*ମାର୍ଗଶିର ମାସ କୃଷ୍ଣପକ୍ଷ *ପଞ୍ଚମୀ ତିଥି*
*ତୁଳା ୨୩ ଦିନ ଆର୍ଦ୍ରା ନକ୍ଷତ୍ର*
*ସୂର୍ଯ୍ୟଦକ୍ଷିଣାୟନ ମିଥୁନଚନ୍ଦ୍ର*
*ହେମନ୍ତ ଋତୁ ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪, ବୁଧବାର*
*ଇଂରାଜୀ ତା. ୦୮ ରିଖ*
*ନଭେମ୍ବର ୨୦୧୭ ମସିହା*
~ॐॐॐॐॐॐ~~
[] [] *ସାହିତ୍ୟ ପ୍ରସାଦ* [] []
*ଜୀବନେ ପାଳହେ ସୁନୀତି*
*ହୃଦରେ ସଦାରଖ ପ୍ରୀତି*
*ସକଳ ଜୀବେ ଦୟା ବହି*
*ପବିତ୍ର କର ଏହି ମହୀ*
*ପ୍ରଭୁ ଅଖିଳ ପିତାମାତା*
*ଅଟନ୍ତି ସର୍ବପରିତ୍ରାତା*
*ଯେତେକ ନରନାରୀ ଭବେ*
*ପ୍ରଭୁ-ସନ୍ତାନ ସେ ସରବେ*
*ସକଳ ନରନାରୀ ପ୍ରତି*
*ରଖ ହେ ସଦା ଶୁଭମତି*
*ତେଜିଣ ଦ୍ବେଷ ଅହଂକାର*
*ଅହିଂସା ଧର୍ମ କର ସାର*
*ଲଗାଇ ନିଜ ଧନପ୍ରାଣ*
*ଲୋକର କର ହେ କଲ୍ୟାଣ*
*ପର ଦୁଃଖରେ ହୁଅ ଦୁଃଖୀ*
*ପର ସୁଖରେ ହୁଅ ସୁଖୀ*
*ଧନ୍ଯ ସେ ଧନ୍ଯ ନରନାରୀ*
*ଜଗତ ଜନ ହିତକାରୀ*
*ସ୍ବସୁଖ କରି ବିସର୍ଜନ*
*ପରାର୍ଥେ ଧରଇ ଜୀବନ*
*ଆଚରି କ୍ଷମା ପ୍ରେମ ବ୍ରତ*
*ପାଳଇ ଧର୍ମ ଅବିରତ*
*ଜୀବେଦୟା*
[ _*ଭକ୍ତ କବି-- ମଧୁସୂଦନ ରାଓ *_ ]
🙏🙏🙏🙏🙏🙏🙏🙏
*ବନ୍ଦେ ଉତ୍କଳ ଜନନୀ*
*ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇💐🐌🐚🐌

No comments:
Post a Comment