⛳ *ସୁପ୍ରଭାତମ୍ 🌞 ବନ୍ଦେମାତରମ୍* ⛳
....................................................
🐌🌿🍁🐌ॐ🐇🐌🐚🐌
*ମାର୍ଗଶୀର ମାସ ଶୁକ୍ଳପକ୍ଷ *ଦ୍ବିତୀୟା ତିଥି*
*ବିଚ୍ଛା ୦୫ଦିନ ଜ୍ୟେଷ୍ଠା ନକ୍ଷତ୍ର*
*ସୂର୍ଯ୍ୟ ଦକ୍ଷିଣାୟନ ବିଚ୍ଛାଚନ୍ଦ୍ର*
*ହେମନ୍ତ ଋତୁ ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪, ସୋମବାର*
*ଇଂରାଜୀ ସନ୍୨୦୧୭ମସିହା*
*ନଭେମ୍ବର୍ ମାସ* *ତା୨୦ରିଖ*
➖➖➖➖➖➖➖➖
🍁 [] [] *ସାହିତ୍ୟ ପ୍ରସାଦ* [] []
ଗୁଣଥିଲେ ରୂପରେ କି ହେବ ପ୍ରୟୋଜନ?
ରୂପ ଅଟଇ କେବଳ ବାହ୍ୟ ଆଭରଣ
ଧନ୍ଯ ଧନ୍ଯରେ ବିହଙ୍ଗ
କି ହେବ ବା ହେଲେ ତୋର ଅସୁନ୍ଦର ଅଙ୍ଗ
ଭାରତ ପ୍ରାଚୀନ ଆର୍ଯ୍ୟ ମୁନିଗଣ ପରି
ମହାଲକ୍ଷ୍ଯ ସାଧୁ ଗୁପ୍ତେ ସାଧୁ ରୀତି ଧରି
ତେଣୁ ତେଜି ଆଡ଼ମ୍ବର,
ଉଚ୍ଚାରୁ ନିଭୃତେ ବସି ଏ ମହାମନ୍ତର !
ସେ ମହାପୁରୁଷେ ଯଥା ବସି ବନସ୍ଥଳେ
ପ୍ରକାଶିଲେ ଦିବ୍ୟତତ୍ତ୍ବ ଧରଣୀ ମଣ୍ଡଳେ
ତଥାକରୁ ଦିବ୍ୟ ନାଦ
ଶୁଣି ଯାହା ତୁଟେ ନର ହୃଦ ଅବସାଦ ll
*କୋକିଳ* ➖_*ଉତ୍କଳମଣି ଗୋପବନ୍ଧୁ*_
🙏🙏🙏🙏🙏🙏
*ବନ୍ଦେ ଉତ୍କଳ ଜନନୀ*
*ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
➖ *ଆପଣ ପ୍ରସନ୍ନ ରହନ୍ତୁ*➖
🐌🌿🍁🐌🐇💐🐌🐚🐌
Monday, 20 November 2017
ପ୍ରଭାତ ପ୍ରସାଦ
Subscribe to:
Post Comments (Atom)

No comments:
Post a Comment