Sunday, 5 November 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତମ୍  🌞 ବନ୍ଦେମାତରମ୍* ⛳
  ....................................................
   🐌🌿🍁🐌ॐ🐇🐌🐚🐌
*ମାର୍ଗଶୀର ମାସ କୃଷ୍ଣପକ୍ଷ ପ୍ରତିପଦା*
      *ତୁଳା ୨୦ ଦିନ କୃତ୍ତିକାନକ୍ଷତ୍ର*
        *ସୂର୍ଯ୍ୟ ଦକ୍ଷିଣାୟନ ମେଷଚନ୍ଦ୍ର*
      *ହେମନ୍ତ ଋତୁ ଯୁଗାବ୍ଦ-୫୧୧୯*
     *ବିକ୍ରମ ସମ୍ବତ୍ ୨୦୭୪, ରବିବାର*
         *ଇଂରାଜୀ  ତା. ୦୫ ରିଖ*
        *ନଭେମ୍ବର ୨୦୧୭ ମସିହା*
🕉🕉🕉🕉🕉🕉🕉🕉🕉
       
         [] [] *ସାହିତ୍ୟ ପ୍ରସାଦ* [] []
  ହାୟଲୋ ଉତ୍କଳଭୂମି! ପ୍ରକୃତି ସୁନ୍ଦରୀ
ମନ୍ଦାକିନୀ ସମନଦୀ ଶିବ ସମ ଗିରି,
କାନନେ କେଦାରେ ଲକ୍ଷ ଶୋଭାର ବହର
ଥାଉଁ ତୋର କହ କିମ୍ପା ଏତେ ହତଶିରୀ
ଏ ସ୍ବର୍ଗ ସୁଷମା ଯାର, କରିବି ବିଶ୍ବାସ
କେମନ୍ତେ କହ ଲୋ, ତାର ଅନ୍ତର ଅଭାବ
ସୁରାସମ ମୁଗ୍ଧ କରେ ମୋରେ ଯା ନିଶ୍ବାସ
ତା ଦେହେ ସମ୍ଭବ କାହୁଁ ଦୁର୍ଦ୍ଦିନ ପ୍ରଭାବ l
        [  _* *ମା. ମାନସିଂହ*_  ]
   
   🙏🙏🙏🙏🙏🙏🙏🙏
          
             *ବନ୍ଦେ ଉତ୍କଳ ଜନନୀ*
            *ଜୟଜୟ ଶ୍ରୀ ଜଗନ୍ନାଥ*
    🌈 *ଦିନଟି ମଙ୍ଗଳମୟ ହେଉ*🌈
 
  🐌🌿🍁🐌🐇💐🐌🐚🐌

No comments: