Sunday, 12 November 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତମ୍  🌞 ବନ୍ଦେମାତରମ୍* ⛳
  ....................................................
   🐌🌿🍁🐌ॐ🐇🐌🐚🐌
*ମାର୍ଗଶୀର ମାସ କୃଷ୍ଣପକ୍ଷ *ନବମୀ ତିଥି*
   *ତୁଳା ୨୬ଦିନ  ମଘା ନକ୍ଷତ୍ର*
        *ସୂର୍ଯ୍ୟଦକ୍ଷିଣାୟନ ସିଂହଚନ୍ଦ୍ର*
      *ହେମନ୍ତ ଋତୁ ଯୁଗାବ୍ଦ-୫୧୧୯*
     *ବିକ୍ରମ ସମ୍ବତ୍ ୨୦୭୪, ରବିବାର*
         *ଇଂରାଜୀ  ତା. ୧୨ ରିଖ*
        *ନଭେମ୍ବର ୨୦୧୭ ମସିହା*
    [] [] *ସାହିତ୍ୟ ପ୍ରସାଦ* [] []
ପତିତ ଜନଙ୍କୁ_ ଉଦ୍ଧାରିବା ପାଇଁ ଉଡ଼ାଉଅଛ ପତାକା
ବାହୁ ଟେକି ତୁମ୍ଭେ_ ବସି ଚାହୁଁ ଚାହୁଁ ବିପତ୍ତି କରୁଛ ଡକା ମହାପ୍ରଭୁ ହେ~~
ନାଶଗଲେ ତୁମ୍ଭେ_ ପରେ କି କରିବ
         କରୁଣା ଭଣ୍ଡାର ଫେଇ
ଦୁଃଖୀ ଗଲେ ନାଶ_ ଅର୍ଜିବ କି ଯଶ
   ପଛେ ଚଉଵର୍ଗ ଦେଇ ମହାପ୍ରଭୁ ହେ...
ଘୋର ନବଘନ ଥାଉଁ ଯେବେ ଦୀନ
ଚାତକ ଜୀଵନ ହରାଇବ
ସମୁଦ୍ରେ ବରଷି ଘୋର ଜଳରାଶି
ଚାତକ ବନ୍ଧୁ କି ବୋଲାଇବ।।୧।।
ମାଳତୀ-ବକୁଳ-ବିକଚ-କମଳ
  ବନ ଥିବ ଅଳି ଯିବେ ମରି
ପୂର୍ଣ୍ଣ ସୁଧାକର ଅନାଇଁ ଚକୋରମାଳିକା ଯେବେ ମରିବେ ଝୁରି।।୨।।
    ➖କବି ନିତ୍ୟାନନ୍ଦ ଦାସ
   🙏🙏🙏🙏🙏🙏🙏
                   
             *ବନ୍ଦେ ଉତ୍କଳ ଜନନୀ*
            *ଜୟଜୟ ଶ୍ରୀ ଜଗନ୍ନାଥ*
    🌈 *ଦିନଟି ମଙ୍ଗଳମୟ ହେଉ*🌈
   *ବୃହସ୍ପତି ମହାଗ୍ରହ ଜୟନ୍ତୀ*
  🐌🌿🍁🐌🐇💐🐌🐚🐌

No comments: