⛳ *ସୁପ୍ରଭାତମ୍ 🌞 ବନ୍ଦେମାତରମ୍* ⛳
....................................................
🐌🌿🍁🐌ॐ🐇🐌🐚🐌
*ମାର୍ଗଶୀର ମାସ ଶୁକ୍ଳପକ୍ଷ ତୃତୀୟା ତିଥି*
*ବିଛା ୦୬ ଦିନ ମୂଳା ନକ୍ଷତ୍ର*
*ସୂର୍ଯ୍ୟ ଦକ୍ଷିଣାୟନ ଧନୁଚନ୍ଦ୍ର*
*ହେମନ୍ତ ଋତୁ ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪, ମଙ୍ଗଳବାର*
*ଇଂରାଜୀ ସନ୍୨୦୧୭ମସିହା*
*ନଭେମ୍ବର ମାସ* *ତା୨୧ରିଖ*
➖➖➖➖➖➖➖➖
🍁 [] [] *ସାହିତ୍ୟ ପ୍ରସାଦ* [] [] 🍁🌾
ପାଇଛି ରାତି ଆସରେ ସାଥୀ
ସୂର୍ଯ୍ୟ ଡାକୁଛି ଚାଲ
ସୂର୍ଯ୍ୟ ଡାକୁଛି ଚାଲ
ନବ ଜୀବନର ନବୀନ ପ୍ରଭାତେ ଆଜି
ମଙ୍ଗଳ ଗୀତି ବୋଲ ସାଥୀ
ମଙ୍ଗଳ ଗୀତି ବୋଲ!
ବିଶ୍ବ ଭୁବନେ ଯାତନାର ସ୍ବର
ମାନବତା କରେ ତ୍ରାହି ଚିତ୍କାର
ସୂର୍ଯ୍ୟ ସେନାନୀ ଅମୃତ ସୁତ
ପତାକା ତୋହର ତୋଳ, ସାଥୀ
ପତାକା ତୋହର ତୋଳ
ରଙ୍ଗ କିରଣେ ଅନ୍ତର ଭରି
ଆତ୍ମୀୟତାର ସୂତ୍ରକୁ ଧରି
ସମତାଯୁକ୍ତ ମମତାମୟୀ
ଭାରତ ଗଢ଼ିବା ଚାଲ, ସାଥୀ
ଭାରତ ଗଢ଼ିବା ଚାଲ!!
➖ _*ରାଷ୍ଟ୍ର ଝଂକାର*_➖
🙏🙏🙏🙏🙏🙏
*ବନ୍ଦେ ଉତ୍କଳ ଜନନୀ*
*ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
➖ *ଆପଣ ପ୍ରସନ୍ନ ରହନ୍ତୁ*➖
🐌🌿🍁🐌🐇💐🐌🐚🐌

No comments:
Post a Comment