⛳ *ସୁପ୍ରଭାତମ୍ 🌞 ବନ୍ଦେମାତରମ୍* ⛳
....................................................
🐌🌿🍁🐌ॐ🐇🐌🐚🐌
*ମାର୍ଗଶୀର ମାସ କୃଷ୍ଣପକ୍ଷ *ଦ୍ବାଦଶୀ ତିଥି*
*ତୁଳା ୩୦ ଦିନ ହସ୍ତା ନକ୍ଷତ୍ର*
*ସୂର୍ଯ୍ୟ ଦକ୍ଷିଣାୟନ କନ୍ଯାଚନ୍ଦ୍ର*
*ହେମନ୍ତ ଋତୁ ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪, ବୁଧବାର*
*ଇଂରାଜୀ ତା. ୧୫ ରିଖ*
*ନଭେମ୍ବର ୨୦୧୭ ମସିହା*
➖➖➖➖➖➖➖➖
🍁 [] [] *ସାହିତ୍ୟ ପ୍ରସାଦ* [] []🍁
[] *ଭୁଲି ଯାଏଁ ଅନ୍ୟେ ଯାହା*
[] *କଲି ଧନ ଦାନ*
[] *ଭୁଲିଯାଏଁ ଅନ୍ୟ ମୋତେ*
[] *କଲା ଅପମାନ*
[] *ଭୁଲିଯାଏଁ କଲିକେତେ*
[] *ପର ଉପକାର*
[] *ଭୁଲିଯାଏଁ ଅନ୍ୟଯାହା*
[] *କଲା ଅତ୍ଯାଚାର*
➖ _*ଫକୀରମୋହନ*_
🙏🙏🙏🙏🙏🙏🙏
*ବନ୍ଦେ ଉତ୍କଳ ଜନନୀ*
*ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
[] _*ବିର୍ସାମୁଣ୍ଡା ଜୟନ୍ତୀ*_[]
🐌🌿🍁🐌🐇💐🐌🐚🐌

No comments:
Post a Comment