Monday, 6 November 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତମ୍  🌞 ବନ୍ଦେମାତରମ୍* ⛳
  ....................................................
   🐌🌿🍁🐌ॐ🐇🐌🐚🐌
*ମାର୍ଗଶୀର ମାସ କୃଷ୍ଣପକ୍ଷ *ତୃତୀୟାତିଥି*
   *ତୁଳା ୨୧ ଦିନ ରୋହିଣୀ ନକ୍ଷତ୍ର*
        *ସୂର୍ଯ୍ୟଦକ୍ଷିଣାୟନ ବୃଷଚନ୍ଦ୍ର*
      *ହେମନ୍ତ ଋତୁ ଯୁଗାବ୍ଦ-୫୧୧୯*
     *ବିକ୍ରମ ସମ୍ବତ୍ ୨୦୭୪, ସୋମବାର*
         *ଇଂରାଜୀ  ତା. ୦୬ ରିଖ*
        *ନଭେମ୍ବର ୨୦୧୭ ମସିହା*
🕉🕉🕉🕉🕉🕉🕉🕉🕉
       
         [] [] *ସାହିତ୍ୟ ପ୍ରସାଦ* [] []
 
      *ମୁଁ ବି ଶାନ୍ତି ଚାହେଁ! ମୋତେ ବି ଅଶାନ୍ତି ନିଆଁ ଚାରିଦିଗୁଁ ଅହରହ ଦୁହେଁ, କିନ୍ତୁ ମୋ ଈପ୍ସିତ ଶାନ୍ତି ନ ହେଉ କା ହାତଟେକା ଦାନ*
*ମୋ ଶାନ୍ତି ନ ଆସୁ ଦେଇ କେବେହେଲେ ଦୟାର ମାଧ୍ୟମ || ଶାନ୍ତି ମୋର ହକ୍ ଅଧିକାର, ନୁହେଁ ତାହା 'ବିଶ୍ବଶାନ୍ତି '* *ସଂଶୋଧନବାଦୀ କୃଶ୍ଚେଭର ||*

[  _* *କବି ବିପ୍ଳବୀ ରବି ସିଂ*_  ]
   
   🙏🙏🙏🙏🙏🙏🙏🙏
          
             *ବନ୍ଦେ ଉତ୍କଳ ଜନନୀ*
            *ଜୟଜୟ ଶ୍ରୀ ଜଗନ୍ନାଥ*
    🌈 *ଦିନଟି ମଙ୍ଗଳମୟ ହେଉ*🌈
 
  🐌🌿🍁🐌🐇💐🐌🐚🐌

No comments: