⛳ *ସୁପ୍ରଭାତମ୍ 🌞 ବନ୍ଦେମାତରମ୍* ⛳
....................................................
🐌🌿🍁🐌ॐ🐇🐌🐚🐌
*ମାର୍ଗଶିର ମାସ କୃଷ୍ଣପକ୍ଷ *ଚତୁର୍ଥୀତିଥି*
*ତୁଳା ୨୨ଦିନ ମୃଗଶିରା ନକ୍ଷତ୍ର*
*ସୂର୍ଯ୍ୟଦକ୍ଷିଣାୟନ ବୃଷଚନ୍ଦ୍ର*
*ହେମନ୍ତ ଋତୁ ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪, ମଙ୍ଗଳବାର*
*ଇଂରାଜୀ ତା. ୦୭ ରିଖ*
*ନଭେମ୍ବର ୨୦୧୭ ମସିହା*
🕉🕉🕉🕉🕉🕉🕉🕉🕉
[] [] *ସାହିତ୍ୟ ପ୍ରସାଦ* [] []
*ସ୍ନେହ ତାର ମୋତେ ଦେଲା ନୂଆ ଅବତାର*
*ପରାଣ ମୋ କହେ, ସବୁ ମୁଁ ସହିବି
ହେବାକୁ ଯୋଗ୍ୟ ତାର *
*ଦୁର୍ଦ୍ଦିନେ ତେଣୁ ଆଉ ନାହିଁ ଡରପାଏ*
*ଜାଣିଲିଣି ଠିକେ ଯେଣୁ ଜଣେ ଭଲପାଏ*
*ସକଳ କରମେ ପଛେ ମୋର ସେ ଗୋ ରହି*
*ଇଙ୍ଗିତ ଦିଏ ସମରେ ହେବାକୁ ଜୟୀ!*
*ସଚିବ ସେ ମୋର ଜନନୀ ଭଗିନୀ ପ୍ରିୟା*
*ତାହାରି କଥା ମୁଁ ଭାବୁଥାଏଁ ଗାଉଥାଏଁ*
*ଲାଜ ନାହିଁ ମୋର, ଡରନାହିଁ ମୋର,
ସେ ଯେ ମତେ ଭଲପାଏ*
[ _*ଧୂପ, ମାୟାଧର ମାନସିଂହ **_ ]
🙏🙏🙏🙏🙏🙏🙏🙏
*ବନ୍ଦେ ଉତ୍କଳ ଜନନୀ*
*ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇💐🐌🐚🐌
Tuesday, 7 November 2017
ପ୍ରଭାତ ପ୍ରସାଦ
Subscribe to:
Post Comments (Atom)

No comments:
Post a Comment